ETV Bharat / bharat

ଭୂକମ୍ପ ଝଟକାରେ ଥରିଲା ହିମାଚଳ ପ୍ରଦେଶ

author img

By

Published : Jul 27, 2020, 5:00 PM IST

ଏହାର ତୀବ୍ରତା ରିକ୍ଟର ସ୍କେଲରେ 3.1 ରେକର୍ଡ କରାଯାଇଛି । ସୋମବାର ଅପରାହ୍ନ 1ଟା 41 ମିନିଟ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।

ଭୂକମ୍ପ ଝଟକାରେ ଥରିଲା ହିମାଚଳ ପ୍ରଦେଶ
ଭୂକମ୍ପ ଝଟକାରେ ଥରିଲା ହିମାଚଳ ପ୍ରଦେଶ

ସିମଲା: ସୋମବାର ହିମାଚଳ ପ୍ରଦେଶର ଚାମ୍ବା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 3.1 ରେକର୍ଡ କରାଯାଇଛି । ସୋମବାର ଅପରାହ୍ନ 1ଟା 41 ମିନିଟ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

କୋରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରାୟ ପ୍ରତିଦିନ ଦେଶର ଯେକୌଣସି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିଶେଷକରି ଉତ୍ତର ଓ ପୂର୍ବ ଭାରତରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.