ETV Bharat / bharat

93 ଫୁଟ ଉଚ୍ଚତାର ଚିତ୍ର ଆଙ୍କି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ - କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜଣେ ଚିତ୍ରକାର 93 ଫୁଟ ଉଚ୍ଚତାର ଚିତ୍ର ଆଙ୍କିଲେ ଚିତ୍ରକାର। ବିହାରର ପାଟନାସ୍ଥିତ ଗୋଣ୍ଡାଲର ମୁନିର ବୁଖାରୀ ନାମକ ଜଣେ ଚିତ୍ରକାର ଏଭଳି ଏକ ଚିତ୍ର ଆଙ୍କି ଏବେ ଲୋକଲୋଚନକୁ ଆସିଛନ୍ତି। ପଢ଼ନ୍ତୁ...

93 ଫୁଟ ଉଚ୍ଚତାର ଚିତ୍ର ଆଙ୍କି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

author img

By

Published : Oct 14, 2020, 2:22 PM IST

ପାଟନା: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜଣେ ଚିତ୍ରକାର 93 ଓ 35 ଫୁଟ ଉଚ୍ଚତାର ଚିତ୍ର ଆଙ୍କିଛନ୍ତି। ବିହାର ରାଜଧାନୀ ପାଟନାସ୍ଥିତ ଗୋଣ୍ଡାଲର ମୁନିର ବୁଖାରୀ ନାମକ ଜଣେ ଚିତ୍ରକାର ଏକ ବିଲ୍ଡିଂ କାନ୍ଥରେ ଏଭଳି ଚିତ୍ର ଆଙ୍କି ଲୋକଲୋଚନକୁ ଆସିଛନ୍ତି।

93 ଫୁଟ ଉଚ୍ଚତାର ଚିତ୍ର ଆଙ୍କି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

କୋରୋନା ଭଳି ମହାମାରୀ ସମୟରେ ଡାକ୍ତର, ପୋଲିସ, ପରିମଳ କର୍ମଚାରୀଙ୍କ ଦିନରାତି ଏକ କରି କାର୍ଯ୍ୟରେ ଲାଗିଛନ୍ତି। କିଛି କୋରୋନା ଯୋଦ୍ଧା ପ୍ରାଣ ମଧ୍ୟ ହରାଇଛନ୍ତି। ସେମାନଙ୍କୁ ସମ୍ମାନ ଜଣାଇବାକୁ ଗୋଣ୍ଡାଲର ଚିତ୍ରକାର ମୁନିର ବୁଖାରୀଙ୍କୁ ଏକ ବିଲ୍ଡିଂ ଚିତ୍ର ଆଙ୍କିବାକୁ ନିମନ୍ତ୍ରଣ କରିଥିଲା ଷ୍ଟାର୍ଟ ଇଣ୍ଡିଆ ଫାଉଣ୍ଡେସନ। ବିହାରର ମୟୁରଲୋକ କମ୍ପ୍ଲେସରେ ଏହି ଚିତ୍ର ଅଙ୍କାଯାଇଛି।

ଷ୍ଟାର୍ଟ ଇଣ୍ଡିଆ ଫାଉଣ୍ଡେସନ ସହ ବିହାର ସ୍ବାସ୍ଥ୍ୟ ବିଭାଗ ଓ କେୟାର ଇଣ୍ଡିଆ ସହଭାଗିତାରେ ଏଭଳି ଏକ ବିଶାଳ ଚିତ୍ର ଆଙ୍କିବା ସମ୍ଭବପର ହୋଇପାରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.