ETV Bharat / bharat

ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ଶ୍ରମ ମନ୍ତ୍ରଣାଳୟର ନିର୍ଦ୍ଦେଶ - ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶ

କୋରୋନା ଭୂତାଣୁ ଭାରତରେ ପ୍ରଭାବ ବିସ୍ତାର କରିଥିବା ବେଳେ କର୍ମଚାରୀ ମାନଙ୍କୁ ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଧିକ ପଢନ୍ତୁ...

an advisory issued by the Ministry of L & E to not cut salaries or resort to layoffs employees
ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ଶ୍ରମ ମନ୍ତ୍ରଣାଳୟର ନିର୍ଦ୍ଦେଶ
author img

By

Published : Mar 23, 2020, 8:28 PM IST

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଭାରତରେ ପ୍ରଭାବ ବିସ୍ତାର କରିଥିବା ବେଳେ ଚାକିରି କ୍ଷେତ୍ରରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । ତେଣୁ କର୍ମଚାରୀ ମାନଙ୍କୁ ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

an advisory issued by the Ministry of L & E to not cut salaries or resort to layoffs employees
ଛଟେଇ କିମ୍ବା ଦରମା ହ୍ରାସ ନ କରିବାକୁ ଶ୍ରମ ମନ୍ତ୍ରଣାଳୟର ନିର୍ଦ୍ଦେଶ

ଭାରତରେ ବର୍ତ୍ତମାନ କୋରୋନା ପାଇଁ ବିଭିନ୍ନ ରାଜ୍ୟରେ ଲକ ଡାଉନ କରାଯାଇଛି । କେବଳ ଜରୁରୀ କାଳୀନ କ୍ଷେତ୍ରକୁ ଛାଡିଦେଲେ ଅନ୍ୟ ସମସ୍ତ କ୍ଷେତ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ବିଭିନ୍ନ କମ୍ପାନୀ ମାନେ ନିଜର ସ୍ବାର୍ଥ ଦୃଷ୍ଟିରୁ କର୍ମଚାରୀଙ୍କ ଦରମା ହ୍ରାସ କରିବା ତଥା ଛଟେଇ କରିବାର ସମ୍ଭାବନା ରହିଛି । କର୍ମଚାରୀ ମାନଙ୍କ ସ୍ବାର୍ଥରକ୍ଷା ଦୃଷ୍ଟିରୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାନାମା ଜାରି କରିଛି ।

ଭାରତରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 433 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଦେଶରେ ହାଇଆଲର୍ଟ ଜାରି କରାଯାଇଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.