ଚଣ୍ଡୀଗଡ: କୋରୋନା ପ୍ରତିହତ ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏପରିସ୍ଥିତିରେ ଅମୃତସର ମେୟର କରମଜିତ୍ ରିଣ୍ଟୁ ଜିଲ୍ଲାର ସଫେଇ କର୍ମଚାରୀଙ୍କୁ ରାସନ, ଗ୍ଲୋବସ ଏବଂ ସାନିଟାଇଜର ବାଣ୍ଟିଛନ୍ତି ।
ସେ କହିଛନ୍ତି କି, ସେମାନଙ୍କ ଆବଶ୍ୟକତା ପୂରଣ କରିବା ଆମର ଦାୟିତ୍ବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକଡାଉନ ପାଇଁ ସେମାନଙ୍କ ଦରମାରେ କୌଣସି ବିଳମ୍ବ ହେବନାହିଁ ।
@ANI