ETV Bharat / bharat

ବହୁଳ ମାତ୍ରାରେ ମତଦାନ ପାଇଁ ଓଡିଆରେ ଟ୍ବିଟ କଲେ ଅମିତ ଶାହ - Odisha

ଓଡିଆ ଭାଷାରେ ଟ୍ବିଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ତେବେ ଶାହ କେବଳ ଓଡିଆ ନୁହେଁ, ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟର ମାତୃଭାଷାରେ ଭୋଟରଙ୍କୁ ମତଦାନ ପାଇଁ ଆହ୍ବାନ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Apr 11, 2019, 4:17 PM IST

ଭୁବନେଶ୍ବର: ଆଉ କିଛି ଘଣ୍ଟା ପରେ ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସାରା ଦେଶର ଭୋଟର ଖୁବ୍‌ ଉତ୍ସାହର ସହ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି । ତେବେ ମତଦାନ କରିବା ପାଇଁ ଓଡିଶାବାସୀଙ୍କୁ ନିଆରା ଭାବେ ଆହ୍ବାନ ଦେଇଛନ୍ତି ଅମିତ ।

  • ଓଡିଶାର ବିକାଶ କେବଳ ଏକ ଭ୍ରଷ୍ଟାଚାର ମୁକ୍ତ ଏବଂ ନିର୍ଣ୍ଣାୟକ ସରକାର ହିଁ କରିପାରିବ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିର ମୋର ଭାଇ ଓ ଭଉଣୀ ମାନଙ୍କୁ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ଆହ୍ୱାନ କରୁଛି l

    — Chowkidar Amit Shah (@AmitShah) April 11, 2019 " class="align-text-top noRightClick twitterSection" data=" ">

ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍‌ କରି ଅମିତ କହିଛନ୍ତି ଯେ ଓଡିଶାର ସରକାର ପରିବର୍ତ୍ତନର ଆବଶ୍ୟକତା ଅଛି । ରାଜ୍ୟର ବିକାଶ କେବଳ ଏକ ଭ୍ରଷ୍ଟାଚାର ମୁକ୍ତ ଏବଂ ନିର୍ଣ୍ଣାୟକ ସରକାର ହିଁ କରିପାରିବ । ଓଡିଶାବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିର ଭାଇ ଓ ଭଉଣୀ ବୋଲି ଅଭିହିତ କରି ସେ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ଆହ୍ବାନ କରିଛନ୍ତି ।

  • আপনার একটি ভোট বাংলার গৌরব ফিরিয়ে আনতে পারে। সোনার বাংলার স্বপ্ন সত্যি করতে, আমি বাংলার প্রথম পর্যায়ের সকল ভোটারদের প্রতি আহ্বান জানাই বিপুল সংখ্যক ভোটদান করুন।

  • অসমৰ উন্নয়ন আৰু প্ৰগতিৰ বাবে আপোনালোকৰ প্ৰতিটো ভোটেই গুৰুত্বপূৰ্ণ। মই অসমৰ ভাতৃ-ভনীসকললৈ আন্তৰিকতাৰে আহ্বান জনাইছোঁ- এখন বিকশিত আৰু সুৰক্ষিত অসমৰ বাবে আপোনালোকে ওলাই আহি সৰ্বাত্মক হাৰত ভোটাধিকাৰ সাব্যস্ত কৰক।

ଅମିତ ଓଡିଆ ଭାଷାରେ ନିଜ ଟ୍ବିଟ୍‌ରେ ଲେଖି ଏହି ଆହ୍ବାନ ଦେଇଛନ୍ତି । ତେବେ ଅମିତ କେବଳ ଓଡିଆ ନୁହେଁ, ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟର ମାତୃଭାଷାରେ ଭୋଟରଙ୍କୁ ମତଦାନ ପାଇଁ ଆହ୍ବାନ ଦେଇଛନ୍ତି । ଯେପରିକି ମହାରାଷ୍ଟ୍ର ପାଇଁ ସେ ମରାଠୀ ଭାଷାରେ ଲେଖିବା ସହ ପଶ୍ଚିମବଙ୍ଗ ପାଇଁ ବଙ୍ଗାଳୀ ଭାଷା ଓ ଦକ୍ଷିଣ ଭାରତୀୟଙ୍କ ପାଇଁ ତେଲୁଗୁ ଭାଷାରେ ଲେଖିଛନ୍ତି ।

  • ప్రజాస్వామ్యం యొక్క ఈ అతిపెద్ద పండుగలో తప్పనిసరిగా పాల్గొని అవినీతి రహిత ప్రభుత్వం కోసమై ఓటు వేయాలని నా తెలంగాణా & ఆంధ్రప్రదేశ్ సోదర సోదరీమణులకు నేను విజ్ఞప్తి చేస్తున్నాను.

  • To continue the pace of development in our North-eastern states, I appeal our sisters and brothers of Arunachal Pradesh, Manipur, Meghalaya, Mizoram, Nagaland, Sikkim and Tripura to come out and vote in large numbers.

ସେହିପରି ଉତ୍ତର ପୂର୍ବରେ ବିକାଶର ଧାରା ବଜାୟ ରଖିବାକୁ ସେ ସେଠାକାର ରାଜ୍ୟବାସୀଙ୍କୁ ଅଧିକ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ କହିଛନ୍ତି । ଏକ ସ୍ଥିର ଓ ସଫଳ ସରକାର ପାଇଁ କାଶ୍ମୀର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ବାସୀଙ୍କୁ ସେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରିଛନ୍ତି ।

  • लोकशाहीच्या महापर्वाची सुरुवात उद्याच्या मतदानाने होणार आहे. मी महाराष्ट्रातील पहिल्या टप्प्यातील सर्व मतदारांना आवाहन करतो की त्यांनी मोठ्या संख्येने मतदान करावे आणि महाराष्ट्र व भारताला गौरवशाली बनवण्यासाठी एक स्वच्छ व मजबूत सरकार निवडून द्यावे.
    जय हिंद! जय महाराष्ट्र!

  • Only a strong, visionary and honest leadership can work impartially for the development of the people from Kashmir to Andaman.

    I urge the people of Lakshadweep and Andaman & Nicobar islands to vote in large numbers for a decisive government.

Intro:Body:

aslkjalks

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.