ETV Bharat / bharat

ଆଜି ସିମଲାରେ ଗର୍ଜିବେ ଶାହା

author img

By

Published : Dec 27, 2019, 9:45 AM IST

ହିମାଚଳ ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର ମିଟ-2019ର ପ୍ରଥମ ଗ୍ରାଉଣ୍ଡ ବ୍ରେକିଂ ସେରେମନିରେ ଯୋଗ ଦେବେ ଶାହା । ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ । ଆଗକୁ ପଢନ୍ତୁ...

ଆଜି ସିମଲାରେ ଗର୍ଜିବେ ଶାହା
ଫାଇଲ ଫଟୋ

ସିମଲା: ହିମାଚଳପ୍ରଦେଶ ସିମଲାର ସାଧାରଣ ସଭାରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ ।

ହିମାଚଳ ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର ମିଟ-2019ର ପ୍ରଥମ ଗ୍ରାଉଣ୍ଡ ବ୍ରେକିଂ ସେରେମନିରେ ଯୋଗ ଦେବେ ଶାହା । ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି । ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.