ETV Bharat / bharat

ସର୍ଭିସ ପିସ୍ତଲରେ ପଡୋଶୀଙ୍କୁ ଗୁଳି

ବ୍ୟକ୍ତିଗତ ଗଣ୍ଡଗୋଳରେ ଫୁଟିଲା ସର୍ଭିସ ପିସ୍ତଲ । ସବଇନ୍ସପେକ୍ଟରଙ୍କ ଗୁଳିରେ ଘାଇଲା ହେଲେ 3 ପଡୋଶୀ ।

author img

By

Published : May 15, 2019, 9:12 AM IST

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ବ୍ୟକ୍ତିଗତ ଅସନ୍ତୋଷରୁ ଫୁଟିଲା ସରକାରୀ ଗୁଳି । ସବଇନ୍ସପେକ୍ଟରଙ୍କ ଖୋଲାଖୋଲି ଗୁଳିରେ ଆହତ ହେଲେ 3 ପଡୋଶୀ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପିସ୍ତଲ ଜବତ କରିଛି ପୋଲିସ ।

ଘଟଣାଟି ଉତ୍ତରପ୍ରଦେଶ ପ୍ରତାପଗଡ ଅଞ୍ଚଳରେ । ଏଠି ସବଇନ୍ସପେକ୍ଟର ଭାବରେ ନିଯୁକ୍ତି ପାଇଥିବା ଅମିତ କୁମାର ବ୍ୟକ୍ତିଗତ ଗଣ୍ଡଗୋଳରେ ସର୍ଭିଲ ପିସ୍ତଲ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପଡୋଶୀଙ୍କ ସହ ଗଣ୍ଡଗୋଳରେ ନିଜ ସର୍ଭିସ ପିସ୍ତଲ ଫୁଟାଇଥିଲେ ଅମିତ । ଘଟଣାରେ 3 ଜଣ ପଡୋଶୀ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରକୁ ଗିରଫ କରାଯିବା ସହ ତାଙ୍କଠାରୁ ସର୍ଭିସ ପିସ୍ତଲ ଜବତ ହୋଇଛି ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.