ETV Bharat / bharat

ମୌଜପୁର ହିଂସା: ସ୍କୁଲ ବନ୍ଦ, ସ୍ଥଗିତ ହୋଇପାରେ ବୋର୍ଡ ପରୀକ୍ଷା - ମୌଜପୁରରେ ସିଏଏ ହିଂସା

ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର-ଜାଫରାବାଦ ସମେତ ଅନେକ ଅଞ୍ଚଳରେ ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢନ୍ତୁ...

all school remain closed in east district of delhi
ଫାଇଲ ଫଟୋ
author img

By

Published : Feb 25, 2020, 8:43 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର-ଜାଫରାବାଦ ସମେତ ଅନେକ ଅଞ୍ଚଳରେ ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଇଛି । ଗୋଟେ ପଟେ ଟ୍ରମ୍ପ ଭାରତ ପରିଦର୍ଶନରେ ଆସିଥିବା ବେଳେ ଆଉ ଗୋଟେ ପଟେ ଦିଲ୍ଲୀରେ ହିଂସା ପ୍ରଦର୍ଶନ । ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ସମସ୍ତ ସ୍କୁଲ ବନ୍ଦ ରହିବା ବୋଲି ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ଟ୍ବିଟ କରି ଜଣାଇଛନ୍ତି ।

all school remain closed in east district of delhi
ଫଟୋ ସୌଜନ୍ୟ: @msisodia

ଉତ୍ତର-ପୂର୍ବ ଦିଲ୍ଲୀର ସ୍କୁଲ ବନ୍ଦ ରହିବା ସହ ପରୀକ୍ଷାକୁ ମଧ୍ୟ ରଦ୍ଦ କରାଯାଇଛି । ଏହାସହ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଅନ୍ୟପକ୍ଷେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରି ଉତ୍ତର-ପୂର୍ବ ଜିଲ୍ଲାର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସୂଚନା ଦେଇଛନ୍ତି ସିସୋଦିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.