ETV Bharat / bharat

6 ରନରେ ଅଲଆଉଟ !

author img

By

Published : Jun 19, 2019, 3:04 AM IST

କାଗାଲି ସିଟିରେ ଅନୁଷ୍ଠିତ କ୍ୱିବୁକା ମହିଳା ଟୁର୍ଣ୍ଣାମେଣ୍ଟରେ ୱାଣ୍ଡା 6 ରନରେ ଅଲ ଆଉଟ କରିଛି ମାଲିକୁ ।

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: କ୍ରିକେଟ ଇତିହାସରେ ପ୍ରଥମଥର କୌଣସି ଟିମ 6 ରନରେ ଅଲଆଉଟ ହୋଇଛନ୍ତି । ଏଇ ଖବର କାନକୁ ଅଡୁଆ ଲାଗୁଥିବ ନିଶ୍ଚିତ କିନ୍ତୁ ଏହା ସତ । କାଗାଲି ସିଟିରେ ଅନୁଷ୍ଠିତ କ୍ୱିବୁକା ମହିଳା ଟୁର୍ଣ୍ଣାମେଣ୍ଟରେ ୱାଣ୍ଡା 6 ରନରେ ଅଲ ଆଉଟ କରିଛି ମାଲିକୁ । ଯାହା ଅନ୍ତର୍ଜାତୀୟ ଟି-20ର ସର୍ବ ନିମ୍ନ ସ୍କୋର ।

9 ଓଭରରେ ସୀମିତ ହୋଇଯାଇଥିଲା ମାଲିର ଇନିଂସ । ଓପନର ମରିମା ସାମାକେ 1 ରନ କରିଥିବା ବେଳେ ଅନ୍ୟ ସମସ୍ତ ଖେଳାଳି 0 ରନ କରି ଫେରିଥିଲେ ପାଭିଲିୟନକୁ । ଆଉ 5 ରନ ଅତିରିକ୍ତ ମିଳିଥିଲା ମାଲିକୁ । ମାଲିର 11 ଖେଳାଳିଙ୍କ ମଧ୍ୟରୁ ମାଇମୌନା ସର୍ବାଧିକ 12ଟି ବଲ ଖେଳିଥିଲେ ତାଙ୍କ ପଛକୁ ଟେନିନ କୋନାଟେ ଖେଳିଥିଲେ 7ଟି ବଲ ।

6 ରନର ଟାର୍ଗେଟକୁ ମାତ୍ର 4 ବଲରେ ହାସଲ କରି ନେଇଥିଲା ୱାଣ୍ଡା । ସୂଚନାଯୋଗ୍ୟ ଯେ, ଟସ ଜିତି ମାଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

rrrrw

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.