ETV Bharat / bharat

‘ଆତଙ୍କାବାଦ ବିରୋଧ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ’

author img

By

Published : May 21, 2020, 10:25 AM IST

ଆତଙ୍କବାଦ ନିରୋଧୀ ଦିବସ ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଗୁରୁବାର ଦେଶକୁ ଆତଙ୍କବାଦରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

All countries must come together
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ଦିବସ ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଗୁରୁବାର ଦେଶକୁ ଆତଙ୍କବାଦରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ବିଟ କରି ଲେଖିଥିଲେ,‘ ଆତଙ୍କବାଦ ନିରୋଧୀ ଦିବସରେ ମୁଁ ସମସ୍ତ ସାହସୀ ପୁଅ ଓ ଝିଅଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ମାତୃଭୂମିକୁ ଆତଙ୍କବାଦରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢେଇ କେବଳ ସୁରକ୍ଷା ବାହିନୀର ଦାୟିତ୍ବ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଆତଙ୍କବାଦ ହେଉଛି ମାନବିକତାର ଶତ୍ରୁ ଓ ବିଶ୍ବ ଶାନ୍ତି ପାଇଁ ସବୁଠାରୁ ବଡ ବିପଦ। ସମସ୍ତ ଦେଶକୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.