ETV Bharat / bharat

ମୋଦିଙ୍କୁ ଅଖିଳେଶଙ୍କ ଟାର୍ଗେଟ, ପ୍ରଥମେ 15 ଲକ୍ଷର ମିଛ ପ୍ରତିଶୃତି, ଏବେ 20 ଲକ୍ଷ କୋଟିର ଦାବି - sapa mla

ଅଖିଳେଶ କହିଛନ୍ତି, ଦେଶର ଶ୍ରମିକ ତଥା ଗରିବ ଲୋକ ସେମାନଙ୍କ ବିପର୍ଯ୍ୟୟର ବ୍ୟବସ୍ଥା କରିବାକୁ ଆଶା କରୁଥିଲେ, କିନ୍ତୁ ସେମାନେ କେବଳ ଅର୍ଥହୀନ ପ୍ରବନ୍ଧ ଶୁଣିବାକୁ ପାଇଲେ। ଅଧିକ ପଢନ୍ତୁ...

ମୋଦିଙ୍କୁ ଅଖିଳେଶଙ୍କ ଟାର୍ଗେଟ
ମୋଦିଙ୍କୁ ଅଖିଳେଶଙ୍କ ଟାର୍ଗେଟ
author img

By

Published : May 13, 2020, 11:46 PM IST

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ 15 ଲକ୍ଷର ମିଥ୍ୟା ପ୍ରତିଶ୍ରୁତି ଏବଂ ବର୍ତ୍ତମାନ 20 ଲକ୍ଷ କୋଟିର ଦାବିକୁ କିଏ କିପରି ମାନିବେ ।

ଅଖିଳେଶ ଯାଦବ ଟ୍ୱିଟରରେ ଲେଖିଛନ୍ତି, “ପ୍ରଥମେ 1.5 ଲକ୍ଷର ମିଥ୍ୟା ପ୍ରତିଶୃତି ଏବଂ ବର୍ତ୍ତମାନ 20 ଲକ୍ଷ କୋଟିର ଦାବି। ଏଥର ପ୍ରାୟ 133 କୋଟି ଲୋକଙ୍କୁ 133 ଗୁଣା ଭୁଆଁ ବୁଲାଉଛନ୍ତି ପିଏମ । ଆରେ ବାବୁ, କେହି କଣ ପାଇଁ ଏପରି କଥାକୁ ବିଶ୍ବାସ କରିବ । ବର୍ତ୍ତମାନ ଲୋକମାନେ ପଚାରୁ ନାହାଁନ୍ତି 20 ଲକ୍ଷ କୋଟିରେ କେତେ ଶୂନ ଅଛି, ବରଂ ସେମାନେ ଏଥିରେ କେତେ ଟା ଗୋଲ ଥାଏ ବୋଲି ପଚାରୁଛନ୍ତି ।”

ମୋଦିଙ୍କୁ ଅଖିଳେଶଙ୍କ ଟାର୍ଗେଟ
ମୋଦିଙ୍କୁ ଅଖିଳେଶଙ୍କ ଟାର୍ଗେଟ

ଏହା ପୂର୍ବରୁ ସେ ଲେଖିଥିଲେ, ‘‘ଏହା ସତ୍ୟ ଯେ ଭିତ୍ତିପ୍ରସ୍ତର କେବେ ବି ଦେଖାଯାଏ ନାହିଁ, କିନ୍ତୁ ଏହା ନୁହେଁ ଯେ, ତାକୁ ଦେଖିବା ଉଚିତ ନୁହେଁ । ଯେଉଁ ଗରିବମାନଙ୍କ ବିଶ୍ବାସରେ ଆଜି ଏତେ ବଡ ରାଜପ୍ରାସାଦ ନିର୍ମାଣ କରିଛନ୍ତି, ସେହି ଉଚ୍ଚତାରେ ପହଞ୍ଚିବା ପରେ, ସଙ୍କଟ ସମୟରେ ଏହି ଗରିବ ମାନଙ୍କୁ ଅଣଦେଖା କରିବା ଅମାନବୀୟ ଅଟେ" ।

ଏହା ବ୍ୟତୀତ ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଦେଶର ଶ୍ରମିକ ତଥା ଗରିବ ଲୋକ ସେମାନଙ୍କ ବିପର୍ଯ୍ୟୟର ବ୍ୟବସ୍ଥା କରିବାକୁ ଆଶା କରୁଥିଲେ, କିନ୍ତୁ ସେମାନେ କେବଳ ଅର୍ଥହୀନ ପ୍ରବନ୍ଧ ଶୁଣିବାକୁ ପାଇଲେ । ସମସ୍ତେ ଭାବିଥିଲେ ଅଧ ଘଣ୍ଟାରୁ ଅଧିକ ସମୟ ରାସ୍ତାରେ ବୁଲୁଥିବା ଶ୍ରମିକମାନଙ୍କ ପାଇଁ ସମବେଦନା ମଧ୍ୟ ନାହିଁ । ଏହା ଅସମ୍ବେଦନଶୀଳ - ଦୁର୍ଭାଗ୍ୟଜନକ! "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.