ETV Bharat / bharat

ଅଖିଳେଶଙ୍କ ଉଦାରତା: ଗାଡି ଅଟକାଇଲେ, ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଲେ - ଗାଡି ଅଟକାଇ ଆହତଙ୍କୁ ଉଦ୍ଧାର ପରେ ଚିକିତ୍ସା ବ୍ୟବସ୍ଥା

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ତାଲଗ୍ରାମ ଓ ତିର୍ଭା ମଧ୍ୟବର୍ତ୍ତୀ ଲକ୍ଷ୍ନୌ ଆଗ୍ରା ଏକ୍ପପ୍ରେସରଏ ଜଣେ ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 11, 2020, 1:31 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ତାଲଗ୍ରାମ ଓ ତିର୍ଭା ମଧ୍ୟବର୍ତ୍ତୀ ଲକ୍ଷ୍ନୌ ଆଗ୍ରା ଏକ୍ପପ୍ରେସର ଜଣେ ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି ।

ଅଖିଳେଶଙ୍କ ଉଦାରତା, ଗାଡି ଅଟକାଇ ଆହତଙ୍କୁ ଉଦ୍ଧା, ଚିକିତ୍ସା ବ୍ୟବସ୍ଥା

ସୂଚନା ଯେ, କନୌଜର ଛିବ୍ରାମାଉ ଥାନା ଅନ୍ତର୍ଗତ ରଣାଦେରପୁର ନିବାସୀ ରଣଜିତଙ୍କ ପୁଅ ଜଗମୋହନ ଶର୍ମ ଅଟନ୍ତି । ସେ ମଙ୍ଗଳବାର ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ତାଲାଗ୍ରାମ ତିରୱା ମଧ୍ୟରେ ଥିବା ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଆହତ ଯୁବକଙ୍କ ଅବସ୍ଥା ଦେଖି ଅଖିଳେଶ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ସାଇଫାଇରେ ହୋଲି ମିଳନ ଉତ୍ସବରେ ଯୋଗଦେବା ପରେ ଲକ୍ଷ୍ନୌକୁ ଫେରୁଥିବା ଏସପି ସୁପ୍ରିମୋ ଅଖିଲେଶ ଯାଦବ ଯୁବକଙ୍କୁ ରାସ୍ତାରେ ଗମ୍ଭୀର ଅବସ୍ଥାରେ ରହିଥିବା ଦେଖି ତୁରନ୍ତ ଗାଡି ଅଟକାଇ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ବନ୍ଦୋବସ୍ତ କରିଥିଲେ ।

ଏହିପରି ଅନେକ ଦୁର୍ଘଟଣାଗ୍ରସ୍ତ ଓ ଅସହାୟଙ୍କୁ ସାହାଯ୍ୟ କରିବା ଅଖିଳେଶ ଯାଦବଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଅଖିଳେଶ ଯାଦବ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.