ETV Bharat / bharat

କୋଝିକୋଡ ବିମାନବନ୍ଦରରୁ 1.69 କିଲୋଗ୍ରାମର ସୁନା ଜବତ - କୋଝିକୋଡେ ବିମାନବନ୍ଦର

କେରଳର କୋଝିକୋଡ ବିମାନବନ୍ଦରରୁ 1.69 କିଲୋଗ୍ରାମର ସୁନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 86.69 ଲକ୍ଷ । ଅଧିକ ପଢନ୍ତୁ...

କେରଳ: ବିମାନବନ୍ଦରରୁ 1.69 କିଲୋଗ୍ରାମର ସୁନା ଜବତ

author img

By

Published : Aug 24, 2020, 10:12 AM IST

କୋଝିକୋଡେ: କେରଳରୁ ପୁଣି ସୁନା ଜବତ। ବିମାନବନ୍ଦରରୁ 1.69 କିଲୋଗ୍ରାମର ସୁନା ଜବତ କରିଛି ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌(ଏଆଇୟୁ) । ଯାହାର ମୂଲ୍ୟ ପାଖାପାଖି 86.69 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ଜଣେ ଯାତ୍ରୀଙ୍କ ଠାରୁ ଜବତ କରାଯାଇଛି ।

ସାଉଦରୁ କୋଝିକୋଡେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରାଯାଇଛି । ତେବେ ଏହି ସୁନା ଜରୁରୀକାଳିନ ଲ୍ୟାମ୍ପ ପାଇଁ ବ୍ୟାଟେରୀ ଭିତରେ ରଖାଯାଇଥିବା ସୂଚନା ମିଳିଛି ।

ସୂଚନାଥାଉକି, ଜୁଲାଇ 5ତାରିଖରେ ଥିରୁଅନନ୍ତପୁରମରେ କଷ୍ଟମ୍ସ ଦ୍ବାରା 14.82 କୋଟି ଟଙ୍କାର 30 କିଲୋଗ୍ରାମ ସୁନା ଚୋରା ଚାଲାଣବେଳେ ଧରାପଡିଥିଲା । ଯାହାକୁ ନେଇ ଏନଆଇଏ ତଦନ୍ତ କରିବା ସହ ମାମଲାରେ 20 ଅଭିଯୁକ୍ତଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.