ETV Bharat / bharat

କାଶ୍ମୀରକୁ ଅଲଗା କରି ଆନ୍ଦୋଳନ ଜିତିବା ଅସମ୍ଭବ: ଆଇଶି ଘୋଷ - ଆଇଶି ଘୋଷଙ୍କ ସିଏଏକୁ ନେଇ ବୟାନ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ସଂଘର ଅଧ୍ୟକ୍ଷା ଆଇଶି ଘୋଷ ଆଜି(ବୁଧବାର) କାଶ୍ମୀରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, କାଶ୍ମୀରକୁ ଅଲଗା କରି ଆନ୍ଦୋଳନ ଜିତିବା ସମ୍ଭବ ନୁହେଁ । ଅଧିକ ପଢନ୍ତୁ...

Aishe ghosh statement
ଫାଇଲ ଫଟୋ
author img

By

Published : Jan 16, 2020, 12:21 AM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ସଂଘର ଅଧ୍ୟକ୍ଷା ଆଇଶି ଘୋଷ ଆଜି(ବୁଧବାର) କାଶ୍ମୀରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, କାଶ୍ମୀରକୁ ଅଲଗା କରି ଆନ୍ଦୋଳନ ଜିତିବା ସମ୍ଭବ ନୁହେଁ । ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେଉଁ ଆନ୍ଦୋଳନ ଚାଲିଛି, ସେଥିରେ ଆମେ କାଶ୍ମୀରକୁ ପଛରେ ରଖିପାରିବା ନାହିଁ, କାଶ୍ମୀରରୁ ହିଁ ସମ୍ବିଧାନକୁ ଅସମ୍ମାନିତ କରିବା ଆରମ୍ଭ ହୋଇଥିବାର ଆଇଶି କହିଛନ୍ତି ।

ଆଇଶିଙ୍କ ସିଧା ଟାର୍ଗେଟ ଜମ୍ମୁ କାଶ୍ମୀରରୁ 370 ଓ 35କ ଅନୁଚ୍ଛେଦ ଉଠେଇବାକୁ ନେଇ କରିଥିଲେ । ଏହି ସ୍ବତନ୍ତ୍ର ଅନୁଚ୍ଛେଦ କ୍ରମେ କାଶ୍ମୀରକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଥିଲା । ଏହି ଅନୁଚ୍ଛେଦକୁ 5 ଅଗଷ୍ଟ 2019ରେ ରଦ୍ଦ କରାଯାଇଥିଲା ।

କାଶ୍ମୀରରେ ଏହି ପରିବର୍ତ୍ତନ ଆଣିବା ପୂର୍ବରୁ ହିଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏହାସହ ଇଣ୍ଟରନେଟ, ମୋବାଇଲ, ବ୍ରଡବ୍ୟାଣ୍ଡ ଆଦି ସେବାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା କାରଣରୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.