ETV Bharat / bharat

ପ୍ରଦୂଷଣ ଘେରରେ ଦିଲ୍ଲୀ, 600 ଟପିଲା ବାୟୁପ୍ରଦୂଷଣ ମାତ୍ରା

author img

By

Published : Nov 1, 2019, 9:40 AM IST

ରାଜଧାନୀ ଦିଲ୍ଲୀର ବାୟୁପ୍ରଦୂଷଣ ମାତ୍ରା 600 ଅଙ୍କ ଟପିଛି । ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସବୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାହାରେ ଖେଳବୁଲ ନ କରିବାକୁ ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି । ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି 600 ଅଙ୍କ ପାର ହୋଇସାରିଛି । ଦିନ ବଢିବା ସହ ଏହି ପ୍ରଦୂଷଣର ମାତ୍ରା ଆହୁରି ବଢିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନନ୍ଦବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ 690 ଟପିଥିବା ବେଳେ ବବାନାରେ 666, ଦ୍ବାରାକାରେ 594, ଜହାଙ୍ଗିରପୁରରେ 575, ରୋହିଣୀରେ 552, ମନ୍ଦିର ମାର୍ଗରେ 494 ଏବଂ ଗାଜିୟାବାଦରେ ବାୟୁପ୍ରଦୂଷଣର ସ୍ଥର 520 ରହିଛି । ବଢୁଥିବା ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସବୁ ସ୍କୁଲକୁ ବାହାରେ ଖେଳବୁଲ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

dgr

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.