ETV Bharat / bharat

ବିମାନରେ ମୂଷା, ଉଡାଣ ବାତିଲ

author img

By

Published : Jan 28, 2020, 2:55 PM IST

ବସ କିମ୍ବା ଟ୍ରେନରେ ମୂଷା ଦେଖିଥିବେ କିନ୍ତୁ ବିମାନରେ ନୁହେଁ । ବାରଣାସୀରୁ ଡେରାଡୁନକୁ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ବିମାନ ଭିତରେ ମୂଷା ବାହାରିବା ଯୋଗୁଁ  ବିମାନକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

air-india-flight-from-varanasi-to-dehradun-canceled-because-passengers-found-rats-in-plane
ବାରଣାସୀ ବିମାନବନ୍ଦରରେ ବିମାନରେ ମୂଷା ବାହାରିବା ଯୋଗୁଁ ଉଡାଣ ବାତିଲ

ବାରଣାସୀ: ବସ କିମ୍ବା ଟ୍ରେନରେ ମୂଷା ଦେଖିଥିବେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ବିମାନବନ୍ଦରରେ ଡେରାଡୁନକୁ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ବିମାନ ଭିତରେ ମୂଷା ବାହାରିବା ଯୋଗୁଁ ବିମାନକୁ ବାତିଲ କରାଯାଇଛି । ଏହି ମାମଲାକୁ ବିମାନ କମ୍ଫାନୀ ଓ ଏୟାରପୋର୍ଟ ଅଧିକାରୀ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରବିବାର ଦିନ ଏହା ଜଣାପଡିଥିଲା ।

air-india-flight-from-varanasi-to-dehradun-canceled-because-passengers-found-rats-in-plane
ବାରଣାସୀ ବିମାନବନ୍ଦରରେ ବିମାନରେ ମୂଷା ବାହାରିବା ଯୋଗୁଁ ଉଡାଣ ବାତିଲ

ବାରଣାସୀର ଏଲବିଏସ ଆନ୍ତଃର୍ଜାତିକ ବିମାନବନ୍ଦରରୁ ଡେରାଡୁନ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଭିତରେ କେଉଁ ଆଡୁ ଆସି ଏକ ମୂଷା ଦେଖିବାକୁ ପାଇଥିଲେ । ଏହାପରେ କୌଣସି ଅଘଟଣ ଆଶଙ୍କା କରି ବିମାର ସମସ୍ତ ଯାତ୍ରୀକୁ ବାହାର କରାଗଲା । ଏହାପରେ ମୂଷା ନ ବାହାରିବା ଯୋଗୁଁ ବିମାନ ଉଡାଣକୁ ରଦ୍ଦ କରାଗଲା । ଏହା ପରେ ଯାତ୍ରୀ ମାନଙ୍କୁ ଏୟାରଲାଇନ ତରଫରୁ ଏକ ହୋଟେଲରେ ଯାଇଥିଲା ।

ଏୟାର ଇଣ୍ଡିଆର ବିମାନ AI 691 କୋଲକାତାରୁ ଆସି ବାରଣାସୀ ଏୟାରପୋର୍ଟରେ ପହଞ୍ଚିଥିଲା । ଏହା ପରେ ବିମାନ ଡେରାଡୁନ ଉଡାଣ ଭରିବା ପାଇଁ ରହିଥିଲା । ବିମାନରେ ଡେରାଡୁନ ଯିବା ଅପେକ୍ଷାରେ ଥିବା ଯାତ୍ରୀ ବସିଥିଲେ ଏବଂ ଏହି ସମୟର ଜଣେ ଯାତ୍ରୀକୁ ଗୋଟିଏ ମୂଷା ଦେଖାଯାଇଥିଲା । ଯାତ୍ରୀ ଜଣକ ବିମାନ କ୍ରୁ ମେମ୍ବରକୁ ଜଣାଇଥିଲେ । ଏହାପରେ ସମସ୍ତ ଯାତ୍ରୀକୁ ବିମାନରୁ ଓହ୍ଲାଇ ଦିଆଗଲା ଏବଂ ମୂଷାକୁ ଖୋଜିବାରେ ଲାଗିଲେ କିନ୍ତୁ ଖୋଜିପାରିଲେ ନାହିଁ । ଯାତ୍ରୀମାନେ ରାତି ସାରା ବିମାନ ବନ୍ଦରର ଟର୍ମିନାଲରେ ରହିଲେ । ଏୟାରଲାଇନସ କର୍ମଚାରୀ ମୂଷାକୁ ଖୋଜିବାରେ ଲାଗି ପଡିଥିଲେ । ଏହାପରେ ରବିବାର ଦିନ ବିମାନରେ ଯାତ୍ରୀ ମାନଙ୍କୁ ଡେରାଡୁନ ନିଆଯାଇଥିଲା ।

Intro:वाराणसी: आपने ट्रेन और बसों में चूहे के पहुंचने की लेकिन पीएम मोदी के संसदीय क्षेत्र वाराणसी से उड़ने वाली फ्लाइट में चूहे के होने की शिकायत के बाद ऐसा हड़कंप मचा की फ्लाइट ही कैंसिल करनी पड़ी. मामला शनिवार रात का है जिसे एयरपोर्ट अथॉरिटी और विमान कंपनी दोनों बहुत दबाने का प्रयास करते रहे लेकिन रविवार की देर रात इस मामले को कंफर्म किए जाने के बाद यह साफ हो गया कि एक चूहा बड़े से बड़े काम को रोक सकता है.Body:वीओ-01 दरसअल एलबीएस इंटरनेशनल एयरपोर्ट से देहरादून जाने वाले एयर इंडिया के विमान में शनिवार की रात्रि में कहीं से एक चूहा लोगों को दिखाई दिया. चूहा दिखाई देने के बाद खतरे को भांपते हुए विमान में बैठे यात्रियों को विमान से उतार दिया गया. बाद में चूहा न पकड़े जाने के चलते उड़ान रद्द करने की घोषणा करने के बाद एयरलाइंस प्रबंधन द्वारा यात्रियों को शहर में स्थित एक होटल में ठहराया गया. वही इस बारे में पूछे जाने पर एयर इंडिया के मैनेजर आतिफ इदरीश ने बताया की विमान में पहले तकनीकी खराबी की सूचना थी बाद में पता चला कि उसमें चूहा है. दवा का छिड़काव कराया गया लेकिन चूहा बरामद नहीं हुआ. विमान रविवार को देहरादून चला गया.Conclusion:वीओ-02 एयर इंडिया का विमान एआई 691 कोलकाता से शाम 3:55 बजे उड़ान भरने के बाद 5:20 बजे वाराणसी एयरपोर्ट पर उतरता है. उसके बाद वाराणसी से यही विमान देहरादून के लिए उड़ान भरता है. शनिवार को यह विमान करीब रात 8 बजे वाराणसी एयरपोर्ट पर पहुंचा. वाराणसी एयरपोर्ट पर पहुंचने के बाद वाराणसी आने वाले यात्री विमान से उतरे और फिर देहरादून जाने वाले यात्री जब विमान में बैठ गए थे उसी समय विमान में बैठे एक यात्री को चूहा दिखाई दिया. यात्री ने क्रू मेम्बर से तुरंत बताया जब तक चूहे को पकड़ा जाता वह विमान में ही कहीं छुप गया. उसके बाद विमान में बैठे सभी यात्रियों को उतार दिया गया और चूहे की खोजबीन प्रारंभ हुई. यात्री रात तक टर्मिनल भवन में बैठे और एयरलाइंस कर्मी चूहे को खोजते रहे. रविवार अल सुबह तक चूहा नहीं पकड़ा जा सका उसके बाद एयरलाइंस प्रबंधन ने उड़ान को रद्द करने की घोषणा करने के बाद यात्रियों को होटल में ठहराया. चूहा न मिल पाने के चलते विमान में दवा का छिड़काव किया गया जिससे या तो वो मर जाए या विमान से बाहर भाग जाए. रविवार दे रात तक चूहा बरामद नहीं हो सका. फिर पूरी जांच पड़ताल कर रविवार को यात्रियों को लेकर विमान देहरादून के लिए उड़ान भरा.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.