ETV Bharat / bharat

ଚେନ୍ନାଇ ବିମାନବନ୍ଦର ରନୱେରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ

author img

By

Published : Jan 20, 2021, 3:12 PM IST

ଚେନ୍ନାଇ ବିମାନବନ୍ଦର ରନୱେରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ । ହୃଦଘାତ ପାଇଁ ପଶୁପତୀ ରାଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଚେନ୍ନାଇ ବିମାନବନ୍ଦର ରନୱେରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ
ଚେନ୍ନାଇ ବିମାନବନ୍ଦର ରନୱେରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇ ବିମାନବନ୍ଦର ରନୱେରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପଶୁପତୀ ରାଜନ (57) ବୋଲି ଜଣାପଡିଛି। ସେ ଚେନ୍ନାଇ ବିମାନବନ୍ଦରରେ ଏଆର ଇଣ୍ଡିଆ କାର୍ଯ୍ୟାଳୟର ବାଣିଜ୍ୟିକ ବିଭାଗରେ କାର୍ଯ୍ୟ କରୁଥିଲେ।

ଗତକାଲି ରାତିରେ (ଜାନୁଆରୀ 19) ବିମାନ ବନ୍ଦରରେ ଚିକାଗୋରୁ ଚେନ୍ନାଇ ଅଭିମୁଖେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ରାଜନ ସେହି ବିମାନରେ ପ୍ୟାକେଜ୍ ଗଣନା କରୁଥିଲେ। ହଠାତ୍ ସେ ଅଚେତ ହୋଇଯାଇଥିଲେ। ଏହା ଦେଖିବା ପରେ ତାଙ୍କ ସହକର୍ମୀମାନେ ତାଙ୍କୁ ତୁରନ୍ତ ବିମାନବନ୍ଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ହୃଦଘାତ ହେତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି।

ପଶୁପତୀଙ୍କ ମୃତଦେହକୁ କ୍ରୋମପେଟ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.