ETV Bharat / bharat

ବାୟୁସେନା ଦେଖାଇଲା ବଜରଙ୍ଗବାଲୀଙ୍କ ସମବୀରତ୍ବ: ସୁମିତ୍ରା ମହାଜନ

ପୌରାଣିକ କାହାଣୀ ରାମାୟଣର ହନୁମାନଙ୍କ ସହ କାର୍ଯ୍ୟକଳାପ ଲଙ୍କା ଦହନ କାହାଣୀ ଓ ବାୟୁସେନାକୁ ହନୁମାନଙ୍କ ସହ ତୁଳନା କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ସେ କହିଛନ୍ତି  ହନୁମାନ ଲାଙ୍ଗୁଳର ନିଆଁ ଲଗାଇଥିବା ରାକ୍ଷସଙ୍କ ସୁନାର ଲଙ୍କାକୁ ଜାଳି ଧ୍ବଂସ କରି ନିରାପଦ ଭାବରେ ରାମଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

author img

By

Published : Feb 27, 2019, 2:04 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଲୱାମା ପ୍ରତିଶୋଧ ନେଲା ଭାରତୀୟ ବାୟୁ ସେନା । ପିଓକେରେ ପଶି ମାଟିରେ ମିଶାଇଦେଲା ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀକୁ। ସବୁଜ ଉପତ୍ୟକାରେ ଭାରତୀୟ ବାୟୁ ସେନା(ଆଇଏଏଫ୍‌) ରଚିଲା ଧ୍ବଂସର ଲୀଳା। ଏହାକୁ ନେଇ ପୌରାଣିକ କାହାଣୀ ରାମାୟଣର ହନୁମାନଙ୍କ ସହ କାର୍ଯ୍ୟକଳାପ ଲଙ୍କା ଦହନ କାହାଣୀ ଓ ବାୟୁସେନାକୁ ହନୁମାନଙ୍କ ସହ ତୁଳନା କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ।

ସେ କହିଛନ୍ତି ହନୁମାନ ଲାଙ୍ଗୁଳର ନିଆଁ ଲଗାଇଥିବା ରାକ୍ଷସଙ୍କ ସୁନାର ଲଙ୍କାକୁ ଜାଳି ଧ୍ବଂସ କରି ନିରାପଦ ଭାବରେ ରାମଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଭଳି ଭାବରେ ବାୟୁ ସେନା ନିଜର ପରାକ୍ରମ ଦେଖାଇ ଆତଙ୍କର ଲଙ୍କାକୁ ଛାରଖାର କରିଦେଇଛି। ବାୟୁ ସେନା ତାର କାମ କରିଥିବା ବେଳେ ଶତ୍ରୃଦେଶ ଏହାର ପ୍ରମାଣ ଖୋଜିବାରେ ବ୍ୟସ୍ତ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ପ୍ରତିଶୋଧ ନେବା ପାଇଁ ବ୍ୟଗ୍ର ଥିବା ଭାରତୀୟ ବାୟୁ ସେନା ପିଓକେରେ ପଶି ମଙ୍ଗଳବାର ୧୦୦୦ କେଜିର ବୋମା ପକାଇ ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ଆଡ୍ଡା, କଣ୍ଟ୍ରୋଲ ରୁମ, ଟ୍ରେନର, କମାଣ୍ଡରଙ୍କ ସମେତ କ୍ୟାମ୍ପ ଗୁଡିକୁ ଧ୍ବଂସ ହୋଇଥିବା ବେଳେ 350ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବାର ଖବର ରହିଛି ।

ଭୁବନେଶ୍ୱର:ଆଜି ଭୋରରୁ ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନ ଆଧିକୃତ କାଶ୍ମୀରର ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି।ପୁଲୱାମା ଆକ୍ରମଣର 12 ଦିନ ପରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତି ଜବାବ ଦିଆ ଯାଇଥିବାରୁ ସାରାଦେଶରେ ଖୁସିର ମାହୋଲ ଖେଳି ଯାଇଛି।
ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରୁ ଏକ ବିଜୟ ଶୋଭାଯାତ୍ର ବାହାର କରାଯାଇଥିଲା।ଯେଉଥିରେ ଶତାଧିକ ଛାତ୍ରଛାତ୍ରୀ 50 ମିଟର ତ୍ରିରଙ୍ଗାକୁ ଧରି ଭାରତ ମାତାର ଜୟ ଜୟ କାର ଧ୍ୱନୀ ଦେଇ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲେ।ଏହି ଅବସରରେ ନିଜ ନିଜ ଭିତରେ ଅବିର ବୋଳି ଶୁଭେଚ୍ଛା ଜଣାଇବା ସହିତ ପଥ ଯାତ୍ରୀମାନଙ୍କୁ ମଧ୍ୟ ଅବିର ଲାଗିଥିବା ଦେଖିବାକୁ ମିଳିଥିଲା।ଏହା ସହିତ ଯାତାୟାତ କରୁଥିବା ଲୋକମାନଙ୍କୁ  ମିଠାଇ ଖୁଆଇ ନିଜର ଖୁସି ବ୍ୟକ୍ତ କରୁଥିବା ଦେଖା ଯାଇଛି।ଏହି ଅବସରରେ ବାୟୁସେନାର ସମସ୍ତ ଯବାନଙ୍କୁ ଧନ୍ୟବାଦ ଜଣାଇବା ସହିତ ପାକିସ୍ତାନ କୁ ସତର୍କ ମଧ୍ୟ କରାଇ ଦେଇଛନ୍ତି।ଏହା ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତି ସନ୍ତୋଷ ବ୍ୟକ୍ତ କରିବା ସହିତ ପାକିସ୍ତାନ କୁ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ମାନଚିତ୍ର ରୁ ପାକିସ୍ତାନ ର ନାମ ପୋଛି ଦେବାକୁ ଆହ୍ୱାନ ଦେଇଛନ୍ତି।
Laxmikanta das
Bhubaneswar
Visual already sent by WhatsApp
Avb

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.