ETV Bharat / bharat

ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ନେଇ ଦେବାକୁ ହେବ 10 ହଜାର - air flight ticket

ବିମାନ ଯାତ୍ରା ଆରମ୍ଭ ହେବ । ଆପଣଙ୍କୁ ଦିଲ୍ଲୀରୁ ମୁମ୍ଭାଇ ଯାତ୍ରା ନେଇ ଦେବାକୁ ପଡିବ ଅତି ବେଶୀରେ 10 ହଜାର । ଅଧିକ ପଢନ୍ତୁ...

Air Fares To Be Capped For Next 3 Months, Delhi-Mumbai Max Fare Rs 10,000
ଫାଇଲ ଫଟୋ
author img

By

Published : May 21, 2020, 11:19 PM IST

ନୂଆଦିଲ୍ଲୀ: ଲକଡାଉନ 4.0ରେ ଅନେକ ନିୟମ କୋହଳ ହେବାକୁ ଯାଉଛି । ବର୍ତ୍ତମାନ ବିମାନ ସେବା ଆରମ୍ଭ ହେବ । ମାତ୍ର ପୂର୍ବଭଳି ନିୟମକୁ ବଦଳାଯାଇଛି । ଆଗାମୀ ତିନି ମାସ ଯାଏଁ ଦିଲ୍ଲୀରୁ ମୁମ୍ବାଇକୁ ଘରୋଇ ବିମାନ ଉଡାଣ ଯାତ୍ରାର ଟିକେଟ୍ ବିକ୍ରି ଆରମ୍ଭ ହେବା ସହ ଏହାର ମୂଲ୍ୟ ଟ: ୩,୫୦୦ ରୁ ଟ:୧୦,୦୦୦ ଯାଏଁ ରହିବ ବୋଲି ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।

ତେବେ ବର୍ତ୍ତମାନ ଯାତ୍ରୀଙ୍କୁ ବିମାନରେ ଆଉ ଖାଦ୍ୟ ପଦାର୍ଥ ବା ଅନ୍ୟାନ୍ୟ କୌଣସି ସେବା ଉପଲବ୍ଧ ହେବ ନାହିଁ । ସମସ୍ତ ଯାତ୍ରୀ ଅଲଗା ହୋଇ ବସିବେ ଏବଂ ଆରୋଗ୍ୟ ସେତୁ ଆପକୁ ନିଜ ଫୋନରେ ରଖିବା ଜରୁରୀ । ଏହାର ଯାଞ୍ଚ ପରେ ହିଁ ଯାତ୍ରୀ ବିମାନବନ୍ଦର ମଧ୍ୟକୁ ଯାଇପାରିବେ । କାରଣ ଯାତ୍ରୀ କେବଳ ଗୋଟିଏ ଲଗେଜ୍ ଓ ଗୋଟିଏ ହ୍ୟାଣ୍ଡ ବ୍ୟାଗ୍ ନେବେ ଏବଂ ଏହାର ଆଗଭଳି କୌଣସି ପରୀକ୍ଷା ହେବ ନାହିଁ । ଏହି ସେବା ସୋମବାରଠାରୁ ଆରମ୍ଭ ହେବ ଏବଂ ଯାତ୍ରୀଙ୍କୁ ଟିକେଟ୍ ବୁକିଂ ପାଇଁ ଆଗୁଆ ସୂଚନା ଦିଆଯିବ ବୋଲି ହରଦୀପ ସିଂ ପୁରୀ କହିଛନ୍ତି ।

ଅନ୍ୟ ବିମାନ ଅପେକ୍ଷା ଦିଲ୍ଲୀ-ମୁମ୍ବାଇ ବିମାନର ମୂଲ୍ୟ ସର୍ବାଧିକ ରହିବ । ଏହା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଲାଗୁ ରହିବ । ଟିକେଟ ଦରରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.