ETV Bharat / bharat

କାଶ୍ମୀରରେ ହେଉ ଏୟାର ଷ୍ଟ୍ରାଇକ,  ପୂର୍ବ ବାୟୁସେନା ମୁଖ୍ୟ

ଏବେ କଶ୍ମୀରରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ଫାଲି ହୋମୀ ମେଜନ ।

author img

By

Published : Mar 3, 2019, 12:25 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି | ପିଓକେରେ ପଶି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଛି | ଆତଙ୍କୀ ଶିବିରରେ ବୋମା ପକାଇ ଶିବିର ଧ୍ବଂସ କରିଛି । ଏବେ କଶ୍ମୀରରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ଫାଲି ହୋମୀ ମେଜନ ।

ସେ କହିଛନ୍ତି ଯେ ଜମ୍ମୁକାଶ୍ମୀରରେ ପ୍ରତ୍ୟେକ ଦିନ ଆତଙ୍କବାଦୀଙ୍କ ସହିତ ଲଢ଼ାଇରେ ପ୍ରାଣ ଓ ଧନ ହାନୀ ଘଟୁଛି । ଯବାନମାନେ ଶହୀଦ ହେଉଛନ୍ତି । ଏବେ ସରକାରଙ୍କୁ ଘାଟିରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବାୟୁସେନାର ବ୍ୟବହାର କରିବା ଉପରେ ସରକାରଙ୍କୁ ଗମ୍ଭୀରତାର ସହ ବିଚାର କରିବା ଦରକାର ବୋଲି ସେ କହିଛନ୍ତି ।

ଏହି ମାମଲାର ବିସ୍ତାର କରି ସେ କହିଛନ୍ତି ଯେ ମୁହାଁମୁହିଁ ଲଢେଇ ସମୟରେ କଶ୍ମୀରରେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ଯେଉଁ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥାନ୍ତି ସେ ସ୍ଥାନକୁ ଗୁଳିରେ ଧ୍ବଂସ କରି ଦିଆଯାଇଥାଏ । ସେହିଭଳି ସେହି ସବୁ ସ୍ଥାନରେ ହେଲିକପ୍ଟର ମାଧ୍ୟମରେ ଧ୍ବଂସ କରିଦେଲେ ଯବାନ ଶହୀଦ ହେବା ଆଶଙ୍କା ରହିବ ନାହିଁ ।

ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ କିଛି ମାତ୍ରରେ ସୁଧୁରି ଯାଇଥିବା କହିଛନ୍ତି ଫାଲି ହୋମୀ ମେଜନ । ଏହାସହ ବର୍ତ୍ତମାନ ପରିସ୍ଥିତିରେ ଭାରତକୁ ସଜାଗ ଓ ସତର୍କ ରହିବା ଆବଶ୍ୟକ ।

undefined

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.