ETV Bharat / bharat

‘ଗାନ୍ଧୀଙ୍କ ହିନ୍ଦୁସ୍ଥାନକୁ ଧ୍ବଂସ କରିବାକୁ ପ୍ରୟାସ କରୁଛି ବର୍ତ୍ତମାନର ଗଡସେ’ - _present godse destroying gandhi

ଗାନ୍ଧୀଙ୍କ ହିନ୍ଦୁସ୍ଥାନକୁ ଧ୍ବଂସ କରିବାକୁ ପ୍ରୟାସ କରୁଛି ବର୍ତ୍ତମାନର ଗଡସେ । ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି  ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍(ଏଆଇଏମଆଇଏମ)ର ଅଧ୍ୟକ୍ଷ ଅସବ୍ଦୁଦିନ ଓବେସୀ ।

ଫାଇଲ ଫଟୋ
author img

By

Published : Oct 3, 2019, 4:46 PM IST

ମୁମ୍ବାଇ: ଗାନ୍ଧୀଙ୍କ ହିନ୍ଦୁସ୍ଥାନକୁ ଧ୍ବଂସ କରିବାକୁ ପ୍ରୟାସ କରୁଛି ବର୍ତ୍ତମାନର ଗଡସେ । ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ୍(ଏଆଇଏମଆଇଏମ)ର ଅଧ୍ୟକ୍ଷ ଅସଦ୍ଦୁଦିନ୍ ଓବେସୀ ।

ତେବେ ସବୁବେଳେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ରହୁଥିବା ଓବେସୀ ମହାରାଷ୍ଟ୍ର ଔରଙ୍ଗାବାଦର ଏକ ରାଲିକୁ ଉଦବୋଧନ କରିବାକୁ ଯାଇ କହିଥିଲେ, ‘ଗଡସେ ଗାନ୍ଧୀଙ୍କୁ ଗୁଳି କରିଥିଲା, ମାତ୍ର ବର୍ତ୍ତମାନର ଗଡସେ ଗାନ୍ଧୀଙ୍କ ଭାରତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ଯିଏ ଗାନ୍ଧୀଙ୍କୁ ମାନୁଛନ୍ତି , ସେମାନଙ୍କୁ କହି ରଖୁଛି ଭାରତକୁ ବଞ୍ଚାଅ’ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.