ETV Bharat / bharat

ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍

ଦିଲ୍ଲୀର ଆଇଆଇଟି ଛାତ୍ରଙ୍କ ସହିତ AIIMS ଡାକ୍ତରମାନେ ମିଶି ଏକ ଆପ୍ - COPAL-19 ପ୍ରସ୍ତୁତ କରିଛନ୍ତି ଯାହାକି କରୋନାଭାଇରସରୁ ସୁସ୍ଥ ହୋଇଥିବା ଇଚ୍ଛାକୃତ ପ୍ଲାଜମା ଦାତାମାନଙ୍କୁ ଟ୍ରାକ କରିବାରେ ସକ୍ଷମ ହେବ । ଅଧିକ ପଢନ୍ତୁ...

ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍
ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍
author img

By

Published : Jul 2, 2020, 10:33 AM IST

ନୂଆଦିଲ୍ଲୀ: ପ୍ଲାଜମା ଦାତାମାନଙ୍କୁ ଟ୍ରାକ୍ କରିବା ପାଇଁ ଲଞ୍ଚ ହେଲା ଆପ୍ । ତେବେ ଦିଲ୍ଲୀର ଆଇଆଇଟି ଛାତ୍ରଙ୍କ ସହିତ AIIMS ଡାକ୍ତରମାନେ ମିଶି ଏକ ଆପ୍ - COPAL-19 ପ୍ରସ୍ତୁତ କରିଛନ୍ତି ଯାହାକି କୋରୋନା ଭାଇରସରୁ ସୁସ୍ଥ ହୋଇଥିବା ଇଚ୍ଛାକୃତ ପ୍ଲାଜମା ଦାତାମାନଙ୍କୁ ଟ୍ରାକ କରିବାରେ ସକ୍ଷମ ହେବ ।

ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍
ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍

‘COPAL-19' ମାଧ୍ୟମରେ ଆମ ପାଖରେ ରକ୍ତଦାତାମାନଙ୍କର ଏକ ତାଲିକା ରହିବ । ପ୍ଲାଜମା ଥେରାପି ପାଇଁ ରୋଗୀମାନେ ସେମାନଙ୍କ ବ୍ଲଡଗ୍ରୁପ୍ ଅନୁଯାୟୀ ରକ୍ତ ମାଗି ପାରିବେ ବୋଲି ଏମସ୍ ଡାକ୍ତର ଡ. ଅଭିନାଭ ସିଂ ଭର୍ମା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 70 ଜଣ ଦାତାଙ୍କୁ ଟ୍ରାକ୍ କରାଯାଇଛି କିନ୍ତୁ ସମସ୍ତେ ଆପ୍ ବିଷୟରେ ଜାଣିବା ପରେ ଆଉ ଅଧିକ ଆସିବେ ।

ତେବେ ଡାକ୍ତର ଦିବସ ଅବସରରେ ଏହି ଆପ୍ ଲଞ୍ଚ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.