ETV Bharat / bharat

ରାକ୍ଷୀରେ ସାମାଜିକ ବାର୍ତ୍ତା ଦେଲେ ବ୍ୟବସାୟୀ - ରାକ୍ଷୀରେ ସାମାଜିକ ବାର୍ତ୍ତା

ଅଭିନବ ଉପାୟରେ ବିକ୍ରି ହେଉଛି ରାକ୍ଷୀ । ଗୁଜୁରାଟ ଅହମଦାବାଦର ଏକ ରାକ୍ଷୀ ବ୍ୟବସାୟୀ ଶିଶୁକନ୍ୟାଙ୍କୁ ଶିକ୍ଷା ପ୍ରଦାନ ନେଇ ଦେଇଛନ୍ତି ବାର୍ତ୍ତା ।

ଫଟୋ ସୌଜନ୍ୟ : ଇଟିଭି ଭାରତ
author img

By

Published : Aug 9, 2019, 12:04 AM IST

ଗାନ୍ଧିନଗର : ଭାଇ ଭଉଣୀର ପବିତ୍ର ସଂପର୍କକୁ ମଜବୁତ କରେ ରାକ୍ଷୀ ପୂର୍ଣ୍ଣିମା । ଚଳିତ ବର୍ଷ 15 ତାରିଖରେ ପାଳନ ହେବ ରାକ୍ଷୀ । ଏନେଇ ମାର୍କେଟରେ ବିକ୍ରି ହେଉଛି ବିଭିନ୍ନ ପ୍ରକାର ରାକ୍ଷୀ ।

ଛୋଟପିଲାଙ୍କ ପାଇଁ କାର୍ଟୁନ ଠାରୁ ଆରମ୍ଭ କରି ଠାକୁରଙ୍କ ଫଟୋଚିତ୍ର ଥିବା ରାକ୍ଷୀ । ଭିନ୍ନ ଭିନ୍ନ ରୂପରେ ବ୍ୟବସାୟୀ କରୁଛନ୍ତି ରାକ୍ଷୀ ବିକ୍ରି । ଏନେଇ ଅହମଦାବାଦର ଏକ ରାକ୍ଷୀ ବ୍ୟବସାୟୀ ଆପଣେଇଛନ୍ତି ଅଭିନବ ଉପାୟ । ରାକ୍ଷୀରେ ସେ ଦେଇଛନ୍ତି ସାମାଜିକ ବାର୍ତ୍ତା ।

ଝିଅ ମାନଙ୍କୁ ପାଠ ପଢାନ୍ତୁ, ଆମେ ହିଁ ସମାଜରେ ପରିବର୍ତ୍ତନ ଆଣି ପାରିବା ବୋଲି ବାର୍ତ୍ତାରେ ଲେଖାଯାଇଛି । ଭାଇ ତାର ସୁରକ୍ଷାକବଚ ସାଜିବ ବୋଲି, ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧେ ବୋଲି ଆମର ବିଶ୍ବାସ ରହିଛି । ତେଣୁ ଏହି ବାର୍ତ୍ତାକୁ ଯଦି ଆମେ ହିଁ ଦେଶକୁ ଆଗେଇ ନେବାରେ ସହାୟକ ହେବା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.