ETV Bharat / bharat

କୋରୋନା ଭୟ: ଛାତ୍ରଛାତ୍ରୀଙ୍କୁ ସାନିଟାଇଜର ବାଣ୍ଟିଲେ ଶିକ୍ଷକ

କୋରୋନା ବ୍ୟାପିବା ଭୟରେ ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ହାତ ସଫା କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦିଆଯାଉଛି ।

କୋରୋନା ଭୟରେ ଛାତ୍ରଛାତ୍ରୀଙ୍କୁ ହ୍ୟାଣ୍ଡ ସାନିଟାଇଜର ବାଣ୍ଟିଲେ ଶିକ୍ଷକ
_corona virous
author img

By

Published : Mar 6, 2020, 1:53 PM IST

ଗାନ୍ଧୀନଗର: କୋରୋନା ଭାଇରସକୁ ନେଇ ଏବେ ସମଗ୍ର ବିଶ୍ବ ତତ୍ପର ହୋଇ ଉଠିଛି । ତେବେ କୋରୋନା ବ୍ୟାପିବା ଭୟରେ ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ହାତ ସଫା କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦିଆଯାଉଛି।

ଜଣେ ଶିକ୍ଷକ ଶିବାଙ୍ଗୀ ସାବମ କହିଛନ୍ତି କି, ଆମ ସମସ୍ତଙ୍କୁ ଜଣାଅଛି ଯେ କୋରୋନା ଭାଇରସ କିପରି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏଣୁ ଆମେ ଛାତ୍ରଛାତ୍ରୀଙ୍କୁ ହ୍ୟାଣ୍ଡ ସାନିଟାଇଜର ଦେଇ ହାତ ପରିଷ୍କାର ରଖି ପରୀକ୍ଷା ଦେବାକୁ ଉପଦେଶ ଦେଉଛୁ । ଯାହାଫଳରେ ସେମାନ କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା ପାଇବେ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.