ETV Bharat / bharat

ରାୟଗଡ଼ରେ ନିୟମ ଭାଙ୍ଗୁଛି ଷ୍ଟିଲ କମ୍ପାନୀ, ସମସ୍ୟାରେ ଚାଷୀ

ଛତିଶଗଡ଼ରେ ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି ଏକ ବେସରକାରୀ ଷ୍ଟିଲ କମ୍ପାନୀ । ଷ୍ଟିଲ କମ୍ପାନୀରୁ ଦୈନିକ ହଜାର ହଜାର ଲିଟର ଆବର୍ଜନା ଚାଷ ଜମିରେ ମାଡ଼ୁଛି । ଫଳରେ ଚାଷଜମି ଅନୁପଯୁକ୍ତ ହେବାରେ ଲାଗିଛି । ଯାହାକୁ ନେଇ ବିରୋଧ କରୁଛନ୍ତି ସ୍ଥାନୀୟ ଚାଷୀ । ଏନେଇ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଅଣଦେଖା କରୁଛି ପ୍ରଶାସନ ।

ଫଟୋ ସୌଜନ୍ୟ:ଇଟିଭି ଭାରତ ବ୍ୟୁରୋ
author img

By

Published : Sep 17, 2019, 5:51 PM IST

ରାୟପୁର: କୃଷକଙ୍କ ପାଇଁ ଗଣ୍ଡା ଗଣ୍ଡା ଯୋଜନା କରୁଛନ୍ତି ସରକାର । ସମାନ୍ତରାଳ ଭାବେ ରାଜ୍ୟର ଉନ୍ନତିକୁ ଲକ୍ଷ୍ୟ କରି ବିଭିନ୍ନ ପ୍ରକାର କମ୍ପାନୀ କାରଖାନା କରିବା ପାଇଁ ଅନୁମତି ଦେଉଛନ୍ତି । ମାତ୍ର ଉକ୍ତ କମ୍ପାନୀ ଗୁଡ଼ିକ ଯୋଗୁଁ ସମସ୍ୟାରେ ପଡ଼ୁଛନ୍ତି ରାଜ୍ୟର ଚାଷୀ । ମାତ୍ର ଏହି ସମସ୍ୟାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ନିୟମ ଭାଙ୍ଗୁଛି ଷ୍ଟିଲ କମ୍ପାନୀ

ମିଳିଥିବା ସୂଚନା ମୁତାବକ ଛତିଶଗଡ଼ର ରାୟଗଡ଼ ଅଞ୍ଚଳରେ ପରିବେଶ ନିୟମ ଭାଙ୍ଗୁଛି ସ୍ଥାନୀୟ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ । କମ୍ପାନୀରୁ ନିର୍ଗତ ଅପରିଷ୍କାର ଜଳ ଓ ମଇଲା ଚାଷ ଜମିରେ ମାଡ଼ୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଚାଷବାସରେ ସମସ୍ୟାର ସମ୍ମୁଖନ ହେଉଥିବା କହିଛନ୍ତି ସେମାନେ ।

ରାୟଗଡ଼ର ପତରାପାଲି ଅଞ୍ଚଳରେ ଥିବା ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ଼ ପ୍ଲାଣ୍ଟରୁ ଦୈନିକ ହଜାର ହଜାର ଲିଟର ଆବର୍ଜନା ନିର୍ଗତ ହେଉଛି । ଏହା ସହିତ ବହୁଳ ପରିମାଣରେ କୋଇଲା ଗୁଣ୍ଡ ମଧ୍ୟ ଏହି ଜମି ଉପରେ ଜମା ହେଉଛି । ଏହି ଆବର୍ଜନା ନିକଟସ୍ଥ ଚାଷ ଜମିରେ ଦୈନିକ ମାଡ଼ୁଥିବାରୁ ଏକର ଏକର ଚାଷ ଜମିରେ କଳା ରଙ୍ଗର ପାଉଁଶ ପଡ଼ି ରହିଛି । ଫଳରେ ଏକର ଏକର ଜମି ଏବେ ଚାଷ କରିବା ଅନୁପଯୋଗୀ ହୋଇ ପଡ଼ିଛି ।

ଫଳରେ ଚାଷ ଛାଡ଼ି ଏବେ ପ୍ଲାଣ୍ଟ ନିକଟରେ ବସବାସ କରୁଥିବା ଲୋକମାନେ ଏବେ କୋଇଲାରେ ଲଡୁ କରି ତାକୁ ଜାଲେଣି ଭାବେ ବ୍ୟବହାର କରୁଛନ୍ତି । ଏପରିକି କିଛି ବାସିନ୍ଦା ତାହାକୁ ବିକି ଦୈନନ୍ଦିନ ଜୀବିକା ମଧ୍ୟ ଚଳାଉଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ମାତ୍ର ଏନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଚାଷୀମାନେ କହିଛନ୍ତି ।

ସେପଟେ ଏ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନଥିବା ପ୍ରଶାସନିକ ଅଧିକାରୀମାନେ କହିଛନ୍ତି । ସେମାନେ କହିଛନ୍ତି କି ପ୍ଲାଣ୍ଟରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବା ଏଟିପି ଲଗାଯାଇଛି । ଯଦି କୌଣସି ଅନିୟମିତତା ଦୃଷ୍ଟିକୁ ଆସୁଛି ତେବେ ତାହାର ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Intro:स्पेशल स्टोरी है कृपया डेस्क अपने अनुसार बेहतर ट्रीटमेंट दें। रायगढ़ जिले के पतरापाली स्थित जिंदल स्टील एंड पावर लिमिटेड के प्लांट के द्वारा रोजाना हजारों लीटर पानी खुले में छोड़ा जा रहा है इससे सैकड़ों एकड़ खेती जमीन बंजर हो रही है लेकिन प्रशासनिक अधिकारी या जनप्रतिनिधि इस मामले से पूरी तरह से अनभिज्ञ बताते हुए तस्वीरें दिखाने पर जांच की बात कह रहे हैं. जिंदल स्टील प्लांट के निकले पानी में कोयला धूल कर आता है जो जमीन के ऊपर काली परत जमा रहा है और खेतों को बंजर बना रहा है. ग्रामीण महिलाएं खेतों से उन कीचड़ को समेट कर कोयले के लड्डू बना रहे हैं और उसे सिगड़ी जलाते हैं तथा बेंच कर अपनी आजीविका चलाते हैं। byte ग्रामीण महिला/पुरूष byte02 आर के शर्मा, पर्यावरण अधिकारी। (ऑफिस में बैठे)

Body:जिले के कोतरा रोड थाना क्षेत्र के पतरापाली स्थित जिंदल प्लांट में उपयोग के बाद बचे गंदे पानी को खेतों में बिना उपचार के छोड़ा जा रहा है जिससे के खेतों जे ऊपरी सतह पर कोयले का जमाव हो गया है। गांव की महिलाएं फैक्ट्री से निकलने वाले इस पानी के कीचड़ को इकट्ठा करते हैं और उसे सुखाते हैं सुखाकर उसको सिगड़ी में आग जलाते हैं और घर चलाने के लिए बाजार में चंद रुपयों में बेंच देते हैं। गांव में ही प्लांट लगने के बाद भी स्थानीय लोगों को रोजगार नहीं मिला है जिस वजह से अपनी दिनचर्या चलाने के लिए इस तरह से काम करते हैं। वही हर महिला को धुए से मुक्ति दिलाने के लिए उज्ज्वला योजना भी यहां पर धारा सही है क्योंकि पैसे के अभाव में हितग्राही महिलाओं ने रिफिल ही नहीं कराया है। जब फ्री में कोयला मिल रहा है तो वे भी रिफिल कराने से बच रहे हैं। प्लांट से निकलने वाले गंदे पानी से खेत बंजर हो रहे हैं और सैकड़ों एकड़ में लगी फसल पूरी तरह से बर्बाद हो चुके हैं। खेतों तक पहुंचने वाले पानी का रंग लाल दिखाई देता है जिसमें कोयला पूरी तरह से घुला हुआ रहता है और खेतों में जाकर नुकसान पहुंचाता है।

Conclusion:पूरे मामले में पर्यावरण अधिकारी का कहना है कि खेतों में कोयला जाने का मामला मेरे समक्ष नहीं आया था इसकी जांच कराई जाएगी और प्लांट में सीवरेज ट्रीटमेंट प्लांट और एटीपी लगे हुए हैं। फिर भी अगर कोई अनियमितता सामने आती है तो उचित जांच करा के नियमानुसार कार्यवाही की जाएगी।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.