ETV Bharat / bharat

ପୁଲ୍‌ୱାମା ଘଟଣା ପରେ ସେନାକୁ ଅସ୍ତ୍ରଶସ୍ତ୍ର କିଣିବାରେ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି ମୋଦି - emergency

ପୁଲୱାମା ଘଟଣା ପରେ ପ୍ରଧାନମନ୍ତ୍ରୀ ସେନାକୁ ସୀମାରେ ଯେ କୌଣସି ଜରୁରୀକାଳୀନ ସ୍ଥିତି ପଡିଲେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ଅଧିକାର ପ୍ରଦାନ କରିଛନ୍ତି। ଅସ୍ତ୍ରଶସ୍ତ୍ର କୌଣସି ଏକ ଯୁଦ୍ଧାସ୍ତ୍ର ବିକ୍ରୟ କରୁଥବା ବିକ୍ରେତାଙ୍କ ଠାରୁ କ୍ରୟ କରି ପାରିବ। ସବୁଠାରୁ ବଡ କଥା ଯେ ସେନାକୁ ଏଥିପାଇଁ ଏଥିପାଇଁ ଆର୍ଥିକ ପରାମର୍ଶଦାତାଙ୍କ ଅନୁମତି ନେବା ଜରୁରୀ ହେବନାହିଁ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର
author img

By

Published : Apr 17, 2019, 9:03 AM IST

ନୂଆଦିଲ୍ଲୀ: ପୁଲୱାମା ଆତତଙ୍କବାଦୀ ଆକ୍ରମଣ ପରେ ମୋଦି ସରକାରଙ୍କ ସେନାକୁ ଦେଇଥିବା ସ୍ୱତନ୍ତ୍ର କ୍ଷମତା ବିଷୟରେ ବଡ ଖୁଲାସା ହୋଇଛି । ପୁଲୱାମା ଘଟଣା ପରେ ପ୍ରଧାନମନ୍ତ୍ରୀ ସେନାକୁ ସୀମାରେ ଯେ କୈଣସି ଜରୁରୀକାଳୀନ ସ୍ଥିତି ପଡିଲେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ଅଧିକାର ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନାର ୩ ବାହିନୀକୁ ଭାରତ ସରକାରଙ୍କ 300କୋଟିର ଆର୍ଥିକ କ୍ଷମତା ପ୍ରଦତ୍ତ ରହିଛି । ଏହି ପ୍ରସ୍ତାବ ଅନୁଯାୟୀ ପ୍ରତି ପ୍ରସ୍ତାବରେ ଏକାଥରେ ୩୦୦ କୋଟି ମୂଲ୍ୟର ଅସ୍ତ୍ର ସେନା କ୍ରୟ କରିପାରିବ ବୋଲି ଏକ ସରକାରୀ ସୂତ୍ରରୁ ଜଣାଯାଇଛି ।

ପ୍ରଦତ୍ତ ପ୍ରସ୍ତାବ ଅନୁଯାୟୀ, ସେନା ୨୪୬ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ କିଣି ପାରିବ। ଏହାସହ ନୌସେନା ଓ ବାୟୁସେନା ମଧ୍ୟ ମିସାଇଲ କିଣିବା ସହିତ ଅନ୍ୟ ଅସ୍ତ୍ର କିଣି ପାରିବ। ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯେ କୌଣସି ପରିସ୍ଥିତିରେ ଯୁଦ୍ଧ ରୂପ ନେଇପାରେ । ଏହାକୁ ଆଖିଆଗରେ ରଖି ସେନା ପୂର୍ଣ୍ଣ ପ୍ରସ୍ତୁତ ରଖିବା ପାଇଁ ଏହି କ୍ଷମତା ପ୍ରଦାନ କରାଯାଇଛି । ସେନା ଏହି ଅସ୍ତ୍ରଶସ୍ତ୍ର କୌଣସି ଏକ ଯୁଦ୍ଧାସ୍ତ୍ର ବିକ୍ରୟ କରୁଥବା ବିକ୍ରେତାଙ୍କ ଠାରୁ କ୍ରୟ କରି ପାରିବ। ସବୁଠାରୁ ବଡ କଥା ଯେ ସେନାକୁ ଏଥି ପାଇଁ ଏଥିପାଇଁ ଆର୍ଥିକ ପରାମର୍ଶଦାତାଙ୍କ ଅନୁମତି ନେବା ଜରୁରୀ ହେବନାହିଁ । ଏହାସହ ଦିଆଯାଇଥିବା ପ୍ରସ୍ତାବର ୩ ମାସ ମଧ୍ୟରେ ଏହି ଅସ୍ତ୍ରଶସ୍ତ୍ର କିଣିବାକୁ ହେବ ବୋଲି ସୂଚନା ରହିଛି ।

Intro:Body:

'ଜନତାଙ୍କ ମଙ୍ଗଳ ପାଇଁ ସରକାରଙ୍କ ସହ ହେବ ସଂଗ୍ରାମ'

ରାଇରଙ୍ଗପୁର: ସାରା ରାଜ୍ୟରେ ବହୁଛି ନିର୍ବାଚନୀ ହାୱା । ଚଳିତ 2019 ମହାଲଢେଇର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ମତଦାନ ହେବାକୁ ଅଛି। ତେବେ ଏହି କ୍ରମରେ ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବେ ଚଳଚଞ୍ଚଳ ।

ତେବେ କେଉଁ ମୁଦ୍ଦା ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କ ନିକଟତର ହେଉଛି ଜେଏମଏମ( ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସେନେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ମୂର୍ମୂଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସଞ୍ଜୟ କୁମାର ପରିଡା।

ଘରକୁ ଘରୁ ବୁଲି ନେତାଏଁ ଭୋଟ ଭିକ୍ଷା କରୁଥିବାବେଳେ 5 ବର୍ଷ ପାଇଁ ନେତାଙ୍କୁ ବାଛିବାକୁ ଜନତାଙ୍କ ଆଗେ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଜନତା କାହାକୁ ଭରସା କରିବେ? ପ୍ରାର୍ଥୀ ନା ଦଳକୁ ତାହା ତ ଫଳାଫଳ କହିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.