ETV Bharat / bharat

ସମ୍ପୂର୍ଣ୍ଣ ଲକଡାଉନ ଗୁଜବ ନେଇ ଉତ୍ତର ରଖିଲେ ଠାକରେ - After "Full Lockdown" Rumours, Uddhav Thackeray Tweets Real Picture

ସମ୍ପୂର୍ଣ୍ଣ ଲକଡାଉନ ଗୁଜବ ନେଇ ଉତ୍ତର ରଖିଲେ ଠାକରେ । କେବଳ ରାଜ୍ୟବାସୀ ସାମାଜିକ ଦୂରତ୍ବ ବଜାୟ ରଖିବେ । ନିଜକୁ ସୁରକ୍ଷିତ ରଖିବେ । ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ ଲାଇନ ପାଳନ କରିବା ନେଇ ଶୁକ୍ରବାର ଠାକରେ ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢଞନ୍ତୁ...

Uddhav Thackeray Tweets
ଫୁଲ ଲକ ଡାଉନ ଗୁଜବ ନେଇ ଉତ୍ତର ରଖିଲେ ଠାକରେ
author img

By

Published : Jun 12, 2020, 7:18 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଛି କୋରୋନା ସଂକ୍ରମଣ। ତେଣୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଏଭଳି କୌଣସି ଯୋଜନା ନାହିଁ ।

କେବଳ ରାଜ୍ୟବାସୀ ସାମାଜିକ ଦୂରତ୍ବ ବଜାୟ ରଖିବେ । ନିଜକୁ ସୁରକ୍ଷିତ ରଖିବେ । ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ ଲାଇନ ପାଳନ କରିବା ନେଇ ଶୁକ୍ରବାର ଠାକରେ ଟ୍ବିଟ କରି ଜଣାଇଛନ୍ତି । ଚଳିତ ମାସ ଆରମ୍ଭରୁ ପୂର୍ବରୁ ଲାଗିଥିବା କଟକଣା ମଧ୍ୟ କୋହଳ କରାଯାଇଛି । ସକାଳ 9ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହୁଛି ।

କିନ୍ତୁ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କିଛି ପୋଷ୍ଟ । ତେବେ ଏସବୁ ସତ୍ୟ ନୁହେଁ ବୋଲି କହିଛନ୍ତି ଠାକରେ ।

For All Latest Updates

TAGGED:

maharasthra
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.