ETV Bharat / bharat

ଶିଷ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଗୁରୁ

ବିଜେପିର ଏହି ଐତିହାସିକ ବିଜୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ଫାଇଲ ଫଟୋ
author img

By

Published : May 23, 2019, 7:14 PM IST

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ବିଜେପି ସାବ୍ୟସ୍ତ କରିଛି ବହୁମତ । ବିଜେପିର ଏହି ଐତିହାସିକ ବିଜୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ଆଡଭାନୀ କହିଛନ୍ତି, ନିର୍ବାଚନର ଏହି ଅଦ୍ଭୁତପୂର୍ଣ୍ଣ ବିଜୟ ଏବଂ ଭାଜପାକୁ ଆଗକୁ ବଢାଇବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଅନେକ ଅନେକ ଶୁଭେଚ୍ଛା । ଭାଜପା ଅଧ୍ୟକ୍ଷ ଅମିତ ଭାଇ ଶାହଙ୍କ ସହ ବିଜେପି କର୍ମୀଙ୍କୁ ମଧ୍ୟ ଶୁଭେଚ୍ଛା । ଏହାସହ ସେ କହିଛନ୍ତି, ଏମିତି କାମ କରୁଥାଆନ୍ତୁ । ଆମ ଦେଶର ଭବିଷ୍ୟତକୁ ଉଜ୍ଜଳ କରାନ୍ତୁ ।

ରାଉରକେଲା- ରାଉରକେଲା ନିକଟ ବିଶ୍ରା ଥାନା ମହିପାଣି ନିକଟ ରେ ଗାଡି ଗୁଡିକ ଯାଞ୍ଚ ସମୟ ରେ ତାଙ୍କ ଭର୍ତି ଥିବା ଏକ ବ୍ୟାଗ ଫୋପାଡ଼ି ପଡ଼ିଲେ କିଛି ଲୋକ। ପୋଲିସ ତାଙ୍କ ଜପତ କରିଛି। 27 ଲକ୍ଷ 49 ହଜାର ଟଙ୍କା ବ୍ୟାଗ ଭିତରେ ଥିଲା ବୋଲି କୁହ ଯାଉଛି।  ଟଙ୍କା ଟି କାହାର ଏହା ସ୍ପଷ୍ଟ ହୋଇ ପାରୁ ନାହିଁ। କାରଣ ଝାରଖଣ୍ଡ ତରଫରୁ ଆସୁ ଥିଲା ଏ ଗାଡି। 
ଏହା କୌଣସି ରାଜନୀତିକ ତାଡ଼ ର ତାଙ୍କ କି କୌଣସି ବ୍ୟାପାରି ର ତାଙ୍କ। ଏହି ଅଂଚଳ ଟି ମାଓଆଦିଙ୍କ ଯିବା ଆସିବା ବାଟ ହୋଇ ଥିରୁ ସ୍ପଷ୍ଟ ହୋଇ ପାରୁ ନାହିଁ କି ତାଙ୍କ ଟି କାହାର।ପୋଲିସ ଏହାର ତଦନ୍ତ କରୁଛି 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.