ETV Bharat / bharat

'ମେକ୍‌ ଇନ ଇଣ୍ଡିଆ'ରୁ 'ରେପ ଇନ ଇଣ୍ଡିଆ' ଆଡକୁ ଅଗ୍ରସର ଭାରତ: ଅଧିର ରଞ୍ଜନ - ଅଧିର ରଞ୍ଜନ ଚୌଧୁରୀ

ସଂସଦର ଲୋକସଭାରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ । ଭାରତ 'ମେକ୍‌ ଇନ ଇଣ୍ଡିଆ'ରୁ 'ରେପ ଇନ ଇଣ୍ଡିଆ' ଆଡକୁ ଅଗ୍ରସର ବୋଲି କହିଲେ ଅଧିର ।

Adhir Ranjan Chaudhary
ଫାଇଲ ଫଟୋ
author img

By

Published : Dec 10, 2019, 2:07 PM IST

ନୂଆଦିଲ୍ଲୀ: ସଂସଦର ଲୋକସଭାରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ବିବାଦିତ ବୟାନ । ଅଧିର ଏହି ବୟାନ ଭିତରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଗୋଟିଏ ପକ୍ଷେ ପ୍ରଧାନମନ୍ତ୍ରୀ ନିଜର ବଡ ପ୍ରୋଜେକ୍ଟ 'ମେକ୍‌ ଇନ ଇଣ୍ଡିଆ' ଜରିଆରେ ଭାରତର ବିକାଶର କଥା କହି ଆସୁଥିବା ବେଳେ ଅନ୍ୟପକ୍ଷେ ଅଧିର ଲୋକସଭାରେ ଭାରତ 'ରେପ ଇନ ଇଣ୍ଡିଆ' ଆଡକୁ ଅଗ୍ରସର ବୋଲି କହିଛନ୍ତି ।

ଅଧିର ରଞ୍ଜନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁ ବିଷୟ ଉପରେ କହୁଥିବା ବେଳେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ନେଇ ଶାନ୍ତ ରହିବା ଦୁର୍ଭାଗ୍ୟ ଜନକ । ମେକ୍‌ ଇନ ଇଣ୍ଡିଆରୁ ନେଇ ଭାରତ ଏବେ ରେପ ଇନ ଇଣ୍ଡିଆ ଆଡକୁ ଅଗ୍ରସର ହେଉଥିବା ଅଧିର ପ୍ରତିକ୍ରିୟା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.