ETV Bharat / bharat

NEET ପରୀକ୍ଷା ପାଇଁ ଜାମିନ ଆବେଦନ କଲା ପୁଲଓ୍ବାମା ଆକ୍ରମଣର ଅଭିଯୁକ୍ତ

author img

By

Published : Sep 1, 2020, 6:35 PM IST

ନିଟ୍‌ ପାଇଁ ଜାମିନ ଆବେଦନ କରିଛି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ଓ୍ବାଇଜ ଇସଲାମ । ଓ୍ବାଇଜ ଇସଲାମର ଜାମିନ ଆବେଦନକୁ ବିରୋଧ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଅଧିକ ପଢନ୍ତୁ...

NEET ପରୀକ୍ଷା ପାଇଁ ଜାମିନ ଆବେଦନ କଲା ପୁଲଓ୍ବାମା ଆକ୍ରମଣର ଅଭିଯୁକ୍ତ
NEET ପରୀକ୍ଷା ପାଇଁ ଜାମିନ ଆବେଦନ କଲା ପୁଲଓ୍ବାମା ଆକ୍ରମଣର ଅଭିଯୁକ୍ତ

ଶ୍ରୀନଗର: ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ ପାଇଁ ଜାମିନ ଆବେଦନ କରିଛି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ଓ୍ବାଇଜ ଇସଲାମ । ଓ୍ବାଇଜ ନୀଟ ପରୀକ୍ଷା ଦେବାକୁ ଚାହୁଁଥିବା ବେଳେ ସେପ୍ଟମ୍ବର 3 ପାଇଁ ଜାମିନ ଆବେଦନ କରିଥିବା ଆବେଦନ ପତ୍ରରେ ଦର୍ଶାଯାଇଛି ।

ଅନ୍ୟପକ୍ଷେ ଓ୍ବାଇଜ ଇସଲାମର ଜାମିନ ଆବେଦନକୁ ବିରୋଧ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଓ୍ବାଇଜର ଆବେଦନ ଖାରଜ କରାଯାଉ ବୋଲି ଅପିଲ କରିଛନ୍ତି ଏନଆଇଏ ପକ୍ଷରୁ ପୁଲଓ୍ବାମା ଆକ୍ରମଣ ମାମଲାରେ ଲଢୁଥିବା ଆଇନଜୀବୀ ବିପିନ କଲରା । ତେବେ ଏହି ମାମଲାରେ ଆସନ୍ତା ସେପ୍ଟେମ୍ବର 15ରେ ଶୁଣାଣି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.