ETV Bharat / bharat

ବୋରୱେଲରେ ଶିଶୁ ଖସିପଡିଲେ ଉଦ୍ଧାର କରିବ ଏହି ଯନ୍ତ୍ର

author img

By

Published : Nov 8, 2019, 10:11 PM IST

ତାମିଲନାଡୁର ଅବଦୁଲ ରଜାକ୍‌ଙ୍କ ଯନ୍ତ୍ର ବୋରୱେଲର ଖସି ପଡିଥିବା ଶିଶୁଙ୍କୁ ଅତି ସହଜରେ ଉଦ୍ଧାର କରିବା ପାଇଁ ସକ୍ଷମ ହେବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ଦେଶରେ ବାରମ୍ବାର ଖୋଲା ପରିତ୍ୟକ୍ତ ବୋରୱେଲରେ ଛୋଟ ପିଲାମାନେ ଖସି ପଡୁଥିବା ଘଟଣା ବାରମ୍ବାର ଘଟୁଛି । ନିକଟରେ ୨ବର୍ଷର ଶିଶୁ ସୁଜିତ ୱିଲସନ ବୋରୱେଲରେ ଖସିପଡି ପ୍ରାଣ ହରାଇଥିଲେ ।

razzaq madurai invented machine can be use rescue children falling borewell
ଫଟୋ ସୌଜନ୍ୟ: ଏଏନଆଇ

ଶିଶୁଙ୍କୁ ଗଭୀର ବୋରୱେଲରୁ ଉଦ୍ଧାର କରିବା ଅସାଧ୍ୟ ପାଲଟୁଛି । ହେଲ ଏଣିକି ଗଭୀର ବୋରୱୋଲରେ ଖସି ପଡିଲେ ଅତି ସହଜରେ ଉଦ୍ଧାର କରାଯାଇପାରିବ । ତାମିଲନାଡୁର ଜଣେ ବ୍ୟକ୍ତି ଏଥିପାଇଁ ଏକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ତାମିଲନାଡୁର ଅବଦୁଲ ରଜାକ୍‌ଙ୍କ ଏହି ଯନ୍ତ୍ର ବୋରୱେଲର ଖସି ପଡିଥିବା ଶିଶୁଙ୍କୁ ଅତି ସହଜରେ ଉଦ୍ଧାର କରିବା ପାଇଁ ସକ୍ଷମ ହୋଇପାରିବ ।

ତାମିଲନାଡୁର ମଦୁରାଇ ଜିଲ୍ଲାର ଅବଦୁଲ ଦେଶରେ ଏହିଭଳି ଅଭାବନୀୟ ଘଟଣା ତାଙ୍କୁ ବ୍ୟଥିତ କରୁଥିଲା । ଶେଷରେ ସେ ଏହି ଭଳି ସମସ୍ୟାର ସରଳ ସମାଧାନ ପାଇଁ ଏକ ଯନ୍ତ୍ର ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବୋରୱେଲରେ ଖସି ପଡିଥିବା ପିଲାଙ୍କୁ ଲିପ୍ଟ କରିବା ପାଇଁ ସେ ଛତା ଟେକ୍‌ନିକର ବ୍ୟବହାର କରିଥିବା କହିଛନ୍ତି ।

ଏହି ଯନ୍ତ୍ରକୁ ବ୍ୟବହାର କରି ସହଜରେ ଉଦ୍ଧାର କାର୍ଯ୍ୟ ସ୍ବଳ୍ପ ସମୟର କରାଯାଇପାରିବ । ଏହାସହ ବୋରୱେଲରେ ଖସି ପଡିଥିବା ପିଲାଙ୍କ ଜୀବନ ବଞ୍ଚାଯାଇପାରିବ ।

Intro:Body:

ds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.