ETV Bharat / bharat

ମାନିକ ଚୌକକୁ କରାଗଲା ସାନିଟାଇଜ - coroncorona awarenessa

କୋରୋନା ପାଇଁ ସଚେତନତା । ମାନିକ ଚୌକରେ ଅଗ୍ନିଶମ ବିଭାଗ ପକ୍ଷରୁ କରାଗଲା ସାନିଟାଇଜ । ଅଧିକ ପଢନ୍ତୁ....

A team of Fire Department conducted sanitisation drive at Manek Chowk in Ahmedabad today.
ମାନିକ ଚୌକରେ କରାଗଲା ସାନିଟାଇଜ
author img

By

Published : Apr 12, 2020, 7:16 AM IST

ଗାନ୍ଧୀନଗର : ଆତଙ୍କ ଖେଳାଇଛି କୋରୋନା ଭାଇରସ । ପାଖାପାଖି 199 ଦେଶକୁ ବ୍ୟାପିଛି ଏହି ମହାମାରୀ । ଭାରତରେ ପଜେଟିଭ 7529 ଥିବା ବେଳେ 242 ଜଣଙ୍କ ପ୍ରାଣ ହରାଇଛନ୍ତି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ରହିଛି । କୋରୋନା ପ୍ରତିରୋଧ ପାଇଁ ବିଭିନ୍ନ ସ୍ଥାନକୁ ମଧ୍ୟ ସାନିଟାଇଜ କରାଯାଉଛି ।

ସେହିପରି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି । ଏହି କ୍ରମରେ ଅହେମଦାବାଦର ମାନିଚୌକରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି । ଗୁଜୁରାଟରେ କୋରୋନା ପଜେଟିଭଙ୍କ ସଂଖ୍ୟା 432 ଥିବା ବେଳେ ସେଥିମଧ୍ୟରୁ ଅହେମଦାବାଦ 228 ଏବଂ ଭଦୋଦରା ପଜେଟିଭଙ୍କ ସଂଖ୍ୟା 77 ରହିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.