ETV Bharat / bharat

ମ୍ୟାନହୋଲ ସଫା କରୁଛି ରୋବର୍ଟ

ପରିବର୍ତ୍ତିତ ଯୁଗ ସହ ତାଳ ଦେଇ ଚାଲୁଛନ୍ତି ଲୋକେ । ସହଜ ଜୀବନଶୈଳୀ ପାଇଁ ତିଆରି ହେଉଛି ଅନେକ ଯନ୍ତ୍ରପାତି। ନିକଟରେ ଏପରି ଏକ ରୋବର୍ଟ ତିଆରି ହୋଇଛି, ଯିଏ ସଫାକରୁଛି ମ୍ୟାନହୋଲ । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 23, 2019, 2:21 PM IST

ଚେନ୍ନାଇ: ବଦଳୁଛି ଯୁଗ। ଆଉ ତା ସହ ପାଦ ନିଳାଇ ଆଗକୁ ବଢୁଛନ୍ତି ଲୋକେ। ନିଜ କାମକୁ ସହଜ ଓ ସୁନ୍ଦର କରିବା କରିବା ପାଇଁ ବୈଜ୍ଞାନିକ ତିଆରି କରୁଛନ୍ତି ଅନେକ ଯନ୍ତ୍ରପାତି। ନିକଟରେ ଏପରି ଏକ ରୋବର୍ଟ ତିଆରି ହୋଇଛି, ଯିଏ ଲୋକଙ୍କ ନିର୍ଦ୍ଦେଶରେ କରୁଛି ରାସ୍ତାର ମ୍ୟାନହୋଲ ସଫା।

ଏହି ରୋବର୍ଟ ତାମିଲନାଡୁର କୋଏମ୍ବାଟୁରରେ ଦେଖିବାକୁ ମିଳିଛି। ରୋବର୍ଟ ଲୋକଙ୍କୁ କରିବ ସଚେତନ। ରାସ୍ତାର ମ୍ୟାନହୋଲ ସଫା କରୁଥିବା ଦେଖାଯାଇଛି । ମ୍ୟାନହୋଲରେ ଥିବା ବିଷାକ୍ତ ଗ୍ୟାସକୁ ନଷ୍ଟ କରିବାର କ୍ଷମତା ରଖିଛି ଏହି ରୋବର୍ଟ।

ରସିଦ ନାମକ ଜଣେ ବ୍ୟକ୍ତି ଏହି ରୋବର୍ଟର ଆରମ୍ଭ କରିଛନ୍ତି। ମ୍ୟାନହୋଲ ସଫା ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ସବୁଠି କାର୍ଯ୍ୟକାରୀ ହୋଇପାରୁନି ଯୋଜନା । ତେଣୁ ଏହାକୁ ସଫା କରିବାରେ ସାହାଯ୍ୟ କରିବ ରୋବର୍ଟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.