ETV Bharat / bharat

‘ଦାୟିତ୍ବସମ୍ପନ୍ନ ବଜେଟ, ହେଲେ ମାନ୍ଦାବସ୍ଥାକୁ ଶୀଘ୍ର ସୁଧାରି ପାରିବନି’

author img

By

Published : Feb 8, 2020, 11:07 PM IST

ଆର୍ଥିକ ବର୍ଷ 2020-21 ବଜେଟ ଆଗତ ପରେ ଏଥିରେ ଆବଣ୍ଟିତ ପ୍ରତିକ୍ଷେତ୍ରକୁ ରାଶିକୁ ନେଇ ଚର୍ଚ୍ଚା ଜାରି ରହିଛି । ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିଲେ ସୁଦ୍ଧା ବିରୋଧି ଏହାକୁ ନୌରାଶ୍ୟଜନକ ବଜେଟ କହୁଛନ୍ତି । ଏପଟେ ସରକାରଙ୍କ ଅନୁସାରେ ଏହି ବଜେଟ ଆର୍ଥିକ ମାନ୍ଦାବସ୍ଥାକୁ ଆଖି ଆଗରେ ରଖି ଆଗତ କରାଯାଇଛି । ତେବେ ଜାଣନ୍ତୁ ଏନେଇ ବିଶେଷଜ୍ଞଙ୍କ ମତାମତ କ'ଣ ।

Budget 2020
ଏକ ଦାୟିତ୍ବସମ୍ପନ୍ନ ବଜେଟ, କିନ୍ତୁ ଏହା ମାନ୍ଦାବସ୍ଥାକୁ ଜଲଦି ପରିବର୍ତ୍ତନ କରିପାରିବ ନାହିଁ

ଭାରତୀୟ ଅର୍ଥବ୍ୟବସ୍ଥା ସଂକଟରେ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ବୀକାର କରିବା ଆବଶ୍ୟକ । ଏଥିରେ ବାହାରିବା ପାଇଁ କିଭଳି ଯୋଜନା କରିଛନ୍ତି ସେ ସମ୍ପର୍କରେ କହିବା ଉଚିତ । ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ଦୁଇଟି ରାସ୍ତା ରହିଛି। ପ୍ରଥମତଃ ଉପଯୋଗ କରିବା, ଦ୍ବିତୀୟତଃ ନିବେଶ କରିବା ମାଧ୍ୟମରେ ମାନ୍ଦାବସ୍ଥାର ମୁକାବିଲା କରିହେବ । ଏବେ ସଂସଦରେ ଆଗତ ହୋଇଥିବା ବଜେଟରେ ମାନ୍ଦାବସ୍ଥାର ମୁକାବିଲା ପାଇଁ ଦ୍ବିତୀୟ ରାସ୍ତାକୁ ଗ୍ରହଣ କରାଯାଇଛି । ମୋ ବିଚାରରେ ଏହା ସଠିକ ରାସ୍ତା ।

ପ୍ରଥମ ଉପାୟ ଉପଯୋଗ ପାଇଁ ବ୍ୟାଙ୍କ ଜରିଆରେ ଲୋକମାନଙ୍କ ହାତରେ ପଇସା ଦେବାକୁ ହେବ। ଲୋକମାନେ ପଇସା ଖର୍ଚ୍ଚ କରି ବସ୍ତୁକୁ ଉପଭୋଗ କରିବେ। ବସ୍ତୁର ଆବଶ୍ୟକତା ବଢ଼ିଲେ କାରଖାନା ଚାଲିବା ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ଖର୍ଚ୍ଚ ବି ବଢ଼ିବ। ଏହି ଚକ୍ର ଅର୍ଥ ବ୍ୟବସ୍ଥାର ବିକାଶକୁ ପୁନଃସ୍ଥାପନ କରିବ ।

ଦ୍ବୀତିୟ ଉପାୟ ହେଉଛି ନିବେଶ । ନିବେଶ ହେଲେ ରୋଜଗାରେ ସୃଷ୍ଟି ହୋଇଥାଏ। ରୋଜଗାର ମିଳିଲେ ଲୋକମାନଙ୍କ ହାତକୁ ପଇସା ଆସିବ । ଫଳରେ ଲୋକମାନେ ଅର୍ଥ ଖର୍ଚ୍ଚ କରି ଉପଭୋଗ କରିଥାନ୍ତି । କାରଖାନା ଚାଲିବା ସହିତ ଅଧିକ ରୋଜଗାର ମିଳିଥାଏ । ଏହି ଚକ୍ରବ୍ୟୁହ ଆମକୁ ଧିରେ ଧିରେ ବାହାରକୁ ରାସ୍ତା ଦେଖାଇଥାଏ । ମୁଁ ଏହି ଦ୍ବିତୀୟ ଉପାୟକୁ ପସନ୍ଦ କରୁଛି, କାରଣ ଏହା ସମ୍ପତ୍ତି ସୃଷ୍ଟି କରିଥାଏ । ଚଳିତ ବଜେଟରେ ସଡ଼କ, ଜଳମାର୍ଗ, ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ, ବାସଗୃହ, ଡାକ୍ତରଖାନା ନିର୍ମାଣ ଆଦିରେ ନିବେଶ କରିବାର ପ୍ରତିଶ୍ରୁତି ଦିଆଯାଇଛି । ଏହିସବୁ ଭିତ୍ତିଭୂମିରେ ମୋଟ ୧୦୩ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ବଜେଟରେ କୁହାଯାଇଛି।

ଗୋଟିଏ ସୁଯୋଗ ହାତଛଡ଼ା ଦେଶର ଅର୍ଥ ବ୍ୟବସ୍ଥା ସଂକଟରେ ପଡ଼ିଛି ବୋଲି ସ୍ବୀକାର କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜକୁ ଅନୁଗ୍ରହ କରିଛନ୍ତି । ଏଭଳି ସ୍ବୀକାରୋକ୍ତି ପରେ ଏହି ସଂକଟରୁ କିପରି ବାହାରିବାକୁ ହେବ ସେଥିପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ବଢ଼ିଆ କାମର ବଜେଟ ଦେଇଛନ୍ତି, ନିଯୁକ୍ତି ସୁଯୋଗ ପାଇଁ ପଦକ୍ଷେପ ନେଇ ଅର୍ଥମନ୍ତ୍ରୀ ସୀତାରମଣ ଆମ ମାନଙ୍କର ଆତ୍ମାକୁ ସନ୍ତୋଷ ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ପଦକ୍ଷେପରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତିର ମୋଟାମୋଟି ହିସାବ ଦେଇଛନ୍ତି ।

କିନ୍ତୁ ବଜେଟ ସଂସ୍କାରର ଘୋଷଣା କରିବାର ଏହା ଏକମାତ୍ର ଅବସର ନୁହେଁ, ସୀତାରମଣ ଏକ ମହାନ ଅବସରକୁ ନଷ୍ଟ କରିଦେଇଛନ୍ତି । ଯେତେବେଳେ କୌଣସି ସଂକଟ ଆସିଥାଏ ତାର ସମାଧାନ ଠିକଣା ଭାବରେ ହୋଇଥାଏ । ପରିବର୍ତ୍ତନ ଆଣୁଥିବା ସ୍ବଳ୍ପ ମିଆଦୀ ଯନ୍ତ୍ରଣାକୁ ଜନସାଧାରଣ ସ୍ବୀକାର କରିଥାନ୍ତି । ଉଦାହରଣ ପାଇଁ ସୀତାରମଣ ଆମକୁ ଏକ ବଡ଼ କୃଷି ସଂସ୍କାର କଥା ମନେ ପକାଇ ଦେଇଛନ୍ତି ଯାହାକି କୃଷକମାନଙ୍କ ଭୂମିକୁ ଦୀର୍ଘକାଳୀନ ଲିଜ ମାଧ୍ୟମରେ ଉତ୍ପାଦକତା ନାଟକୀୟ ଭାବରେ ବୃଦ୍ଧି କରିବ । କେନ୍ଦ୍ର ସରକାର ଗତ କିଛି ଦିନ ହେଲା ଏସମ୍ପର୍କରେ ଯୁକ୍ତି କରିଆସୁଛନ୍ତି । କିନ୍ତୁ ରାଜ୍ୟମାନଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଧୀମା ରହିଛି । ଆମେ ଗାଜରର ପ୍ରକାର ଭେଦ ସମ୍ପର୍କରେ ସୁଣିବା ପାଇଁ ଅପେକ୍ଷା କରିଥିଲେ କିନ୍ତୁ ଭୂମି ସମ୍ପର୍କରେ ଏହି ମହତ୍ତ୍ବପୂର୍ଣ୍ଣ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିବା କେନ୍ଦ୍ର ସରକାର ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଉଚିତ। ଯଦି ଅର୍ଥମନ୍ତ୍ରୀ ଏଭଳି କିଛି ସୁବିଖ୍ୟାତ ସଂସ୍କାରକୁ ଘୋଷଣା କରନ୍ତି, ଯାହାକୁ ବିଜେପି ଭୂମି ଓ ଶ୍ରମ ଭାବରେ ମାନିଥାଏ ତେବେ ଏହା ଦେଶକୁ ଉତ୍ସାହରେ ଭରପୁର କରିଦେବ।

ମୋର ସବୁଠାରୁ ବଡ଼ ନିରାଶା ବଜେଟ ସହିତ ମୋର ସବୁଠାରୁ ବଡ଼ ନିରାଶା ହେଉଛି ଯେ ଏହା ସଂରକ୍ଷଣବାଦକୁ ପରିବର୍ତ୍ତନ କରିବା ଓ ଆମଦାନୀର ବିକଳ୍ପ ଦେବାରେ ବିଫଳ ହୋଇ ସଂଗୀନ ବିଚାରର ଘୋଷଣା କରିନାହିଁ। ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ରପ୍ତାନୀ ନେତୃତ୍ବାଧୀନ ବଜେଟର ବହୁତ ବଡ଼ ଆଶା କରିଥିଲେ। ଏହା ଭାରତର ମହତ୍ତ୍ବକୁ ବିଶ୍ବ ମୂଲ୍ୟ ଶୃଙ୍ଖଳା ସହିତ ଯୋଡ଼ିବା ପାଇଁ ଲଗାତର ଯୁକ୍ତି କରୁଥିଲା। ଏପରିକି ‘ମେକ ଇନ ଇଣ୍ଡିଆ’କୁ ‘ଆସମ୍ଲେଡ଼ ଇନ ଇଣ୍ଡିଆ’ (ପ୍ରଭାବରେ ମେକ ଇନ ଇଣ୍ଡିଆ ଇନ ଦି ୱାର୍ଲଡ଼) ନାମରେ ନାମାଙ୍କିତ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏଭଳି ପଦକ୍ଷେପ ନେବାର ଏହା ସଠିକ ସମୟ କାରଣ ଚୀନର ସମସ୍ୟାକୁ ନଜରରେ ରଖି ବିଶ୍ବ ଶୃଙ୍ଖଳାରେ ପୁନଃ ପ୍ରସ୍ତୁତି କରାଯାଉଛି।

ଏହି ବଜେଟରେ କର ଦର ହ୍ରାସ ପାଇବାର ସମ୍ଭାବନା ରହିଛି, କିନ୍ତୁ ଏହା ପରିବର୍ତ୍ତେ ଅନେକ ବସ୍ତୁ ଉପରେ ବୃଦ୍ଧି ପାଇଛି। ମନେ ରଖିବା ଉଚିତ ଯେ, କୌଣସି ଦେଶ ନିଜ ଘରୋଇ ବଜାର ଉପରେ ଭରସା କରି ଇତିହାସରେ ସମୃଦ୍ଧ ହୋଇନାହିଁ। ରପ୍ତାନୀ ଏହି ସରକାରର ସବୁଠାରୁ ବଡ଼ ଆର୍ଥିକ ବିଫଳତା ହୋଇପାରେ ଓ ଏହା ଏହା ରୋଜଗାର ସୃଷ୍ଟିରେ ଖରାପ ପ୍ରଦର୍ଶନ ପାଇଁ ଆଂଶିକ ଭାବରେ ଦାୟୀ। ଭିଏତନାମ ମୁକାବିଲାରେ ବିଗତ ୭ବର୍ଷ ହେଲା ଭାରତର ରପ୍ତାନୀ ସ୍ଥିର ରହିଛି। କିନ୍ତୁ ଏହି ସମୟ ମଧ୍ୟରେ ଭିଏତନାମର ରପ୍ତାନୀ ପରିମାଣ ୩୦୦ ପ୍ରତିଶତ ବୃଦ୍ଧି ପାଇଛି।

ତଥାପି ମଧ୍ୟ ବାସ୍ତବବାଦୀ ବଜେଟ ୨୦୨୦ର ବଜେଟ ପୂର୍ବ ସ୍ଥିତିକୁ ତୁରନ୍ତ ପରିବର୍ତ୍ତନ କରିବ ନାହିଁ। କାରଣ ଏହା ଏକ ବିବେକପୂର୍ଣ୍ଣ ଓ ଯଥାର୍ଥତାବାଦୀ ବଜେଟ । ବଡ଼ ଧରଣର ପ୍ରୋତ୍ସାହନ ଦେବା ପାଇଁ ରାଜକୋଷରେ ବୋଧହୁଏ କୌଣସି ସ୍ଥାନ ନାହିଁ। ଅର୍ଥମନ୍ତ୍ରୀ ବୁଦ୍ଧିମାନ ଥିବାରୁ ୨୦୦୮ର ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପରେ ଯେଉଁଭଳି ଭାବେ ଆମେ ରିସ୍କକୁ ଆମେ ପ୍ରୋତ୍ସାହନ ଦେଇଥିବାରୁ ତାର ଖରାପ ପ୍ରଭାବ ଥିଲା, ସେଭଳି କୌଣସି କୌଣସି ରିସ୍କ ନେବାକୁ ଚାହିଁନାହାନ୍ତି । ମୋଟ ଭାବରେ ଅର୍ଥମନ୍ତ୍ରୀ ଖର୍ଚ୍ଚ କରିବା ଓ ନାମମାତ୍ର ଜିଡ଼ିପିରେ କେବଳ ୧୦ପ୍ରତିଶତ ବୃଦ୍ଧି ବଜେଟର ବିବେକପୂର୍ଣ୍ଣ ଦିଗକୁ ଦର୍ଶାଉଛି।

ମୋର ଯାହା ମନେଅଛି, ବନ୍ଦବେଳେ ଏହି ବଜେଟରେ ସୁନାର କିଛି ଅଂଶ ରହିଛି-ମୋର ବ୍ୟକ୍ତିଗତ ପସନ୍ଦ ହେଉଛି:

୧) ଏହା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ଯାହାକି ପାଇଖାନା ଟାଙ୍କି ମଣିଷଙ୍କ ଦ୍ବାରା ସଫା କରାନଯାଉ;

୨) କୌଣସ ୫ ନାଗରିକର ଅପରାଧକୁ କମ କରିବା ପାଇଁ କମ୍ପାନୀ ଅଧିନିୟମରେ ସଂଶୋଧନର ଆବଶ୍ୟକତା ରହିଛି ଯାହାକି ଏହି ସରକାର ବ୍ୟବସାୟୀ ବର୍ଗର ବିଶ୍ୱାସର ମୂଲ୍ୟ ହରାଇସାରିଛି।

୩) ଜଣେ କରଦାତାର ଘୋଷଣାପତ୍ର ଅନୁସାରେ ଯାହାକି ଆଇନ ରୂପରେ ରାଜ୍ୟ ସରକାର କରଦାତାକୁ ହଇରାଣ ନକରିବା ପାଇଁ ପ୍ରତିଶ୍ରୁତି ବଦ୍ଧ କରିଥାଏ । ଯଦି ମୋଦି ସରକାର ଏହାକୁ ହାସଲ କରିନିଏ ତେବେ ଏହା କୌଣସି ସାମାନ୍ୟ ବିଜୟ ହେବ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.