ETV Bharat / bharat

ସ୍କୁଲର ମାସିକ ବିଦ୍ୟୁତ ବିଲ 6 ବିଲିଅନ

ଉତ୍ତରପ୍ରଦେଶର ବାରଣାସୀରେ ଏକ ଘରୋଇ ସ୍କୁଲକୁ ବିଦ୍ୟୁତ ବିଭାଗ ପକ୍ଷରୁ 6 ବିଲିଅନର ବିଦ୍ୟୁତ ବିଲ ପଠାଯାଇଛି।

author img

By

Published : Sep 5, 2019, 7:44 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲକ୍ଷ୍ନୌ: ଧାର୍ମିକ ନଗରୀ ବାରଣାସୀରେ ବିଦ୍ୟୁତ ବିଭାଗର ବେପରୁଆ ନୀତି ସାମ୍ନାକୁ ଆସିଛି । ଏକ ଘରୋଇ ସ୍କୁଲକୁ 6 ବିଲିଅନର ବିଦ୍ୟୁତ ବିଲ ପଠାଯାଇଛି । ଯାହାକୁ ଦେଖି ଚିନ୍ତାରେ ଏବେ ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏ ଘଟଣାରେ ସ୍କୁଲର କୋଅର୍ଡିନେଟର ଯୋଗେନ୍ଦ୍ର ମିଶ୍ରା କହିଛନ୍ତି ଯେ, ସେ ଯେତେବେଳେ ଏହି ବିଲ ଦେଖିଲେ ସେ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ । ଏହା ପରେ ଲୋକଙ୍କୁ ଏହି ବିଲ୍ ଦେଖାଇଥିଲେ ଆଉ ଲୋକ ଏହା ଦେଖି ସତ ବୋଲି କହିବା ପରେ ଯାଇ ସେ ବିଶ୍ବାସ କରିଥିଲେ । ଏ ଘଟଣା ସମ୍ପର୍କରେ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ ନିଗମର ପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ସଫ୍ଟଓୟାରେ କିଛି ଅସୁବିଧା ଥିବା କହି ତାଙ୍କୁ ପଠାଇ ଦେଇଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗତ କିଛି ଦିନ ହେବ ସେ ବିଦ୍ୟୁତ ବିଭାଗକୁ ଦୌଡି ଦୌଡି ଥିକି ଯାଇଥିବା କହିଛନ୍ତି ଯୋଗେନ୍ଦ୍ର। କେବଳ ଆଶ୍ବସନା ବ୍ୟତୀତ ଆଉ କିଛି ତାଙ୍କୁ ମିଳିନି । ଏହି ବିଲ୍ ଅଗଷ୍ଟ 25ରେ ମିଳିଥିବା ବେଳେ, ସେପେଟମ୍ବର 7 ତାରିଖ ସୁଦ୍ଧା ବିଦ୍ୟୁତ ବିଲ ନଦେଲେ ସ୍କୁଲର ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି କହିଛନ୍ତି ସେ ।

Intro:पीएम मोदी के संसदीय क्षेत्र वाराणसी बिजली विभाग लापरवाही का एक मामला सामने आया है। यहां पर एक निजी स्कूल तो बिजली विभाग द्वारा लगभग 6अरब रुपए का बिजली का बिल भेजा गया है। दिल को देखकर प्रबंधक सहित स्कूल मैनेजमेंट पूरी तरह से हैरान और परेशान हैं शिकायत करने के बाद भी अब तक बिजली विभाग द्वारा कोई कार्यवाही नहीं की गई है। यह मामला है। भेलूपुर थाना अंतर्गत विनायका कॉलोनी के स्कूल बिल की चर्चा पूरे शहर में है।

Body:उत्तर प्रदेश सरकार ने बिजली के दाम मांगे हो गए जिससे उपभोक्ता के बजट पर काफी प्रभाव पड़ा है बिजली के दाम बढ़ोतरी के एक दिन बाद ही पीएम मोदी के संसदीय क्षेत्र वाराणसी में बिजली विभाग की लापरवाही का मामला सामने आया दरअसल वाराणसी एक निजी स्कूल के प्रबंधक के पास करीब 6 अरब 18 करोड़ 51 लाख रुपए के बिजली का बिल आया।

Conclusion:इस पूरे मामले पर स्कूल के को ऑर्डिनेटर योगेंद्र मिश्रा ने जब मैंने बिजली का बिल देखा तो मैं सचमुच विश्वास नहीं करता था मैंने कई बार उसे देखा और फिर कई लोगों से पूछा सबने कहा कि हां वाकई 6 अरब रुपए का बिजली का बिल है। बिजली बिल की शिकायत उन्होंने पूर्वांचल विद्युत वितरण निगम के प्रबंधक निर्देशक के दफ्तर में किया था लेकिन वहां पर उन्होंने सॉफ्टवेयर की गड़बड़ी बताकर वापस भेज दिया। पिछले कई दिनों से मैं बिजली विभाग का चक्कर काट रहा हूं लेकिन केवल आश्वासन ही मिल रहा है 25 अगस्त का जो बिजली का बिल मुझे मिला है अगर 7 सितंबर तक मैंने बिजली का बिल नहीं जमा किया तो हमारे यहां का कनेक्शन काट दिया जाएगा यह पूरी तरह से लापरवाही है और अगर किसी कमजोर दिल वाले को या फिर मिल जाए तो उसका तो हार्ट अटैक किया जाएगा जब पूरी तरह लापरवाही है।

बाईट :-- योगेंद्र मिश्रा, ऑर्डिनेटर,

अशुतोष

9005099684
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.