ETV Bharat / bharat

ସମ୍ପତି ପାଇଁ ଗଲା 3ବର୍ଷ ଶିଶୁର ଜୀବନ - 3ବର୍ଷର ଶିଶୁର ଗଲା ଜୀବନ

ସମ୍ପତି ଲୋଭରେ ବଳି ପଡିଲା 3ବର୍ଷର ଶିଶୁ । ଦୋଷୀକୁ ପୋଲିସ ଗିରଫ କରିଛି ।

A PERSON KILLED 3 YEAR CHILD IN PROPERTY ISSUE
ସମ୍ପତି ଲୋଭରେ ବଳି ପଡିଲା 3ବର୍ଷର ଶିଶୁ
author img

By

Published : Oct 8, 2020, 9:14 PM IST

ଅମରାବତୀ: ଆନାନ୍ତାପୁର ଜିଲ୍ଲାରେ ସମ୍ପତି ବିବାଦକୁ ନେଇ ଦାଦା ପୁଅକୁ ମାରିବାକୁ ପଛେଇଲାନି ପୁତୁରା । ଜଣେ ପିଲାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ପିଲାଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନାଅନୁସାରେ ଜଣେ ଦମ୍ପତିଙ୍କର ଦୁଇ ପୁଅ ନିଖୋଜ ଥିବା ନେଇ ଥାନେରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଲା ଯେ ନିଖୋଜ ଥିବା ପିଲାର ବଡବାପା ପୁଅ ତାଙ୍କୁ ଚକୋଲେଟର ଲୋଭ ଦେଇ ବାହାରକୁ ଡାକି ନେଇଥିଲା । ଏହା ପରେ ତା ଉପରେ ମରଣାନ୍ତକ ଆକ୍ରମଣ କରି ଚିନ୍ନାମିସ୍ତୁର ନିକଟ ହାଣ୍ଡ୍ରିନେଭା କେନାଲକୁ ଫିଙ୍ଗି ଦେଇଥିଲା । ଅନ୍ୟ ଜଣେ ଶିଶୁକୁ କଣ୍ଟାବୁଦାକୁ ଫିଙ୍ଗି ଦେଇଥିଲା । ପୋଲିସ ଆସାମିକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.