ETV Bharat / bharat

ଟ୍ରିପଲ ନେଗେଟିଭ୍ ସ୍ତନକର୍କଟର କାରଣ ଏହି ପ୍ରୋଟିନ୍...

ଏକ ପ୍ରୋଟିନ୍, ଯାହା ମାରାତ୍ମକ କର୍କଟ ରୋଗ ନାମରେ ପରିଚିତ ଓ ଏହା ଯୌବନ ସମୟରେ ସ୍ତନ ଗ୍ରନ୍ଥିର ବିକାଶରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି ମାରାତ୍ମକ ପ୍ରୋଟିନ ବିଷୟରେ...

author img

By

Published : Dec 25, 2019, 9:23 PM IST

triple-negative breast cancer target
ଟ୍ରିପଲ ନେଗେଟିଭ୍ ସ୍ତନ କର୍କଟର କାରଣ ଏହି ପ୍ରୋଟିନ୍

ହାଇଦ୍ରାବାଦ: ଏକ ପ୍ରୋଟନ୍, ଯାହା ମାରାତ୍ମକ କର୍କଟ ରୋଗ ନାମରେ ପରିଚିତ ଓ ଏହା ଯୌବନ ସମୟରେ ସ୍ତନ ଗ୍ରନ୍ଥିର ବିକାଶରେ ମଧ୍ୟ ବାଧା ସୃଷ୍ଟି କରିଥାଏ। ଶରୀର ଅନ୍ୟ ଅଂଶ ଅପେକ୍ଷା ସ୍ତନ ଗ୍ରନ୍ଥି ମଧ୍ୟ ଜନ୍ମ ପରେ ବିକଶିତ ହୋଇଥାଏ। ଏହା ଆସାମନ୍ୟ ଭାବେ ଗତଶୀଳ ଓ ଯୌବନ, ଗର୍ଭାବସ୍ଥା ସମୟରେ ସ୍ଥାନ ପରିବର୍ତ୍ତନ କରେ। ଏହି ପରିବର୍ତ୍ତନ ପାଇଁ ଶକ୍ତିର ଆବଶ୍ୟକତା ରହିଛି।

ବଂଶାନୁକ୍ରମ ଭାବେ ମୂଷାକୁ ଗବେଷଣା ଅନ୍ତର୍ଭୂକ୍ତ କରି ଶକ୍ତି ସହ ସ୍ତନ ଗ୍ରନ୍ଥିରେ ସାମିଲ ଥିବା ଏହ ମହତ୍ତ୍ବପୂର୍ଣ୍ଣ ପ୍ରୋଟିନ ବିଷୟରେ ଖୁଲାସା କରିଥିଲେ। ଏହି ପ୍ରୋଟିନର ସମାହାର ଟ୍ରିପଲ୍ ନେଗେଟିଭ୍ ସ୍ତନ କ୍ୟାନ୍ସର(TNBC)ର ଭୂମିକା ନିର୍ବାହ କରେ । ଏହା ବିଶେଷ ରୂପେ ଆକ୍ରାମକ ।

ମନୁଷ୍ୟ ମଧ୍ୟରେ ଜୈବିକ ବିକାଶ ଓ ଏହି ପ୍ରୋଟନି, ଯାହାର ନାମ Np63ର କାର୍ଯ୍ୟକାରିତାକୁ ପରୀକ୍ଷା କରି ବଡଙ୍କ ମଧ୍ୟରେ କର୍କଟର ପ୍ରତିକାର ବିଷୟରେ ସୂଚନା ପାଇଥିଲେ । ମୂଷା ମଧ୍ୟରେ ଏହି ପ୍ରୋଟିନକୁ ପ୍ରବେଶ କରାଇ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ବୈଜ୍ଞାନିକ । ଏହାର ପ୍ରତିକାର କେବଳ TNBC ପାଇଁ ନୁହେଁ ବରଂ ଅନ୍ୟ କର୍କଟ ରୋଗ ପାଇଁ ମଧ୍ୟ ଉପକାରୀ ହୋଇପାରିବ । ରୁମେଲା ଚକ୍ରବର୍ତ୍ତୀ ନାମକ ଜଣେ ବୈଜ୍ଞାନିକ ନିଜ ସ୍ନାତକତୋର ସମୟରୁ ଏହି ପ୍ରୋଟିନରେ ଥିବା ଅଣୁକୁ ନେଇ ଗବେଷଣା କରୁଛନ୍ତି।

ସ୍ତନ ଗ୍ରନ୍ଥିର ବିଭିନ୍ନ ଷ୍ଟେମ୍ ସେଲର ଲକ୍ଷଣର ଖୁଲାସା କରି ଏଠାରୁ ଜନ୍ମ ନେଉଥିବା ଅନ୍ୟ କୋଷକୁ ଗବେଷଣା କରାଯାଇଛି। 2014ରେ ଚକ୍ରବର୍ତ୍ତୀ ଓ ତାଙ୍କ ଅନ୍ୟ ସାଥି TNBCକୁ ନେଇ ଗବେଷଣା କରୁଛନ୍ତି। ଚକ୍ରବର୍ତ୍ତୀଙ୍କ କହିବା ଅନୁସାରେ, ଏହି ଅଣୁ ଏକ ମୁଖ୍ୟ ନିର୍ଣ୍ଣାୟକ । ଏହା ଟ୍ୟୁମର କୋଷ ସହ ଷ୍ଟେମ କୋଷକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏହା ମଧ୍ୟ ଟ୍ୟୁମର କୋଷ ଆଖପାଖରେ ଥିବା ଭଲ କୋଷକୁ ମଧ୍ୟ କ୍ଷତି ପହଞ୍ଚାଇ ପାରେ।ଆମେ ଏହା ହିଁ ଜାଣିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.