ETV Bharat / bharat

ପୋଖରାନରେ ଅତ୍ୟାଧୁନିକ ବୋମା ପରୀକ୍ଷଣ

ପୋଖରାନରେ ଭାରତୀୟ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ବୋମା ପରୀକ୍ଷଣ କରାଯାଇଛି।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : May 24, 2019, 5:06 PM IST

ପୋଖରାନ: ରାଜସ୍ଥାନର ପୋଖରାନ ଠାରେ ଭାରତୀୟ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ବୋମା ଭାରତୀୟ ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ବାରା ଆଜି ପରୀକ୍ଷଣ କରାଯାଇଛି।

ଏହି ବୋମା 30 କିମି ଭିତରେ ଶତ୍ରୁପକ୍ଷକୁ ପ୍ରୟୋଗ କରାଯାଇପାରୁଥିବା ବେଳେ ଏହାର ଓଜନ 500 କିଲୋଗ୍ରାମ ରହିଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.