ETV Bharat / bharat

ଅଟୋ ପାର୍ଟ୍ସ କମ୍ପାନୀର ଗୋଦାମରେ ଭୟାବହ ଅଗ୍ନିକାଣ୍ତ - ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

ଅଟୋ ପାର୍ଟ୍ସ କମ୍ପାନୀର ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ। ଅଧିକ ପଢନ୍ତୁ....

A fire broke out at a godown of an auto parts company, today morning
ଅଟୋ ପାର୍ଟ କମ୍ପାନୀର ଗୋଡାଉନରେ ଭୟାବହ ଅଗ୍ନିକାଣ୍ତ
author img

By

Published : Jun 17, 2020, 10:16 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଟୋ ପାର୍ଟ୍ସ କମ୍ପାନୀର ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ଏହି ଅଗ୍ନିକାଣ୍ତରେ କାରଣ ଅସ୍ପଷ୍ଟ ରହିଛି । ତେବେ ଏଥିରେ କୈଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ବୁଧବାର ସକାଳ ସମୟରେ ଏହି ଅଗ୍ନିକାଣ୍ତ ଘଟିଥିଲା

ଗତ ମାସରେ ମଧ୍ୟ ଗ୍ରେଟର ନୋଏଡାର ଇକୋଟେକ୍ ଅଞ୍ଚଳରେ ଉଦୟୋଗ ବିହାରର ତିନୋଟି କାରଖାନାରେ ଅଗ୍ନିକାଣ୍ଡ ଘଟିଥଲା। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କ୍ଷୟକ୍ଷତି ମଧ୍ୟ ହୋଇ ନ ଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ସୂଚନା ମିଳିଥିଲା ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.