ETV Bharat / bharat

ଡ୍ରୋନ ବଞ୍ଚାଇଲା ଯବାନଙ୍କ ଜୀବନ - ଡ୍ରୋନ

ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଏକ ଡ୍ରୋନ ଯୋଗୁଁ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ଯବାନମାନେ ।  ଡ୍ରୋନ କ୍ୟାମେରା ଯୋଗୁଁ ଲାଲବାହିନୀଙ୍କ ଷଡଯନ୍ତ୍ରରୁ ବର୍ତ୍ତିଗଲେ ଅନେକ ଯବାନ ।

ଫାଇଲ ଫଟୋ
author img

By

Published : Aug 21, 2019, 10:58 PM IST

ରାୟପୁର: ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଏକ ଡ୍ରୋନ ଯୋଗୁଁ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ଯବାନମାନେ । ଡ୍ରୋନ କ୍ୟାମେରା ଯୋଗୁଁ ଲାଲବାହିନୀଙ୍କ ଷଡଯନ୍ତ୍ରରୁ ବର୍ତ୍ତିଗଲେ ଅନେକ ଯବାନ ।

ସୂଚନା ମୁତାବକ, ଦନ୍ତେୱାଡା ଜିଲ୍ଲାର ଆରନପୁର-କୋଣ୍ଡାବଲୀ କ୍ଷେତ୍ରରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ତେବେ ଏହି ଯବାନ ସର୍ଚ୍ଚ ଅପରେଶନରେ ଡ୍ରୋନର ସାହାଯ୍ୟ ନେଇଥିଲେ । ମାଓବାଦୀ ଯବାନଙ୍କ ପାଇଁ ପ୍ରାୟ 30 ଟି ସ୍ଥାନରେ ରାସ୍ତା କାଟି ଦେଇଥିବା ଡ୍ରୋନ୍‌ କ୍ୟାମେରାରୁ ଜଣା ପଡିଥିଲା । ଏହାପରେ ଯବାନମାନେ ନିଜ ରଣନୀତି ବଦଳାଇଥିଲେ ଏବଂ ସତର୍କତାର ସହ ତଦନ୍ତ ଆରମ୍ଭ କରିଥିଲେ ।

ତେବେ ମାଓବାଦୀ ମାନେ ମଧ୍ୟ ଯବାନଙ୍କ ପାଇଁ 3 ଟି ସ୍ଥାନରେ ଆଇଡି ଖଞ୍ଜାଯାଇଥିଲା । ଯାହାକୁ ନିଷ୍କ୍ରିୟ କରିଥିଲେ ଯବାନମାନେ ।

Intro:Body:

amazon the largest e-commerce platform on Wednesday inaugurated its largest campus building in Hyderabad's financial district. The campus is spread over 9.5 acres to support more than 15,000 employees. Amazon has got a 62000 employee base in India.

TELANGANA Minister of Home Mohammad Mahmood Ali inaugurated the massive campus on behalf of Chief Minister K Chandrasekar Rao. Country head Amit Agarwal, John Schoettler Vice President of Global Real Estate and facilities at Amazon were also present. 

With 15000 work points across 1.8 million square feet of office space built on 3 million square feet of construction area, this is Amazon's single largest building in the world.

Over the last 15 years, we have invested significantly in India across 30 office spaces, 50 fulfilment centres in13 states as well as hundreds of delivery stations creating nearly 2 lakh jobs," Amit Agarwal said.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.