ETV Bharat / bharat

କୋରାନା କାଳରେ କଳାବଜାରୀ, ବନ୍ଧା ହେଲେ ବ୍ୟବସାୟୀ

କୋଭିଡରୁ ବର୍ତ୍ତିବା ପାଇଁ ଲୋକେ ଅତ୍ୟଧିକ ଉପଯୋଗ କରୁଥିବା ମାସ୍କରେ ହୋଇଛି ସାଙ୍ଘାତିକ କେଳେଙ୍କାରୀ । ନକଲି N95 ମାସ୍କ ବ୍ୟବସୀୟ କରୁଥିବା ଜଣେ ଯୁବକକୁ ଗିରଫ କରିଛି ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ..

author img

By

Published : Aug 21, 2020, 4:25 PM IST

କୋରାନା କାଳରେ କଳାବଜାରୀ, ବନ୍ଧା ହେଲେ ବ୍ୟବସାୟୀ
କୋରାନା କାଳରେ କଳାବଜାରୀ, ବନ୍ଧା ହେଲେ ବ୍ୟବସାୟୀ

ମୁମ୍ବାଇ: କୋରାନା କାଳରେ ବି କଳାବଜାରୀ । ଏମିତି ଏକ ଘଟଣା ଆସିଛି ମାୟାନଗରୀ ମୁମ୍ବାଇରୁ । କୋଭିଡରୁ ବର୍ତ୍ତିବା ପାଇଁ ଲୋକେ ଅତ୍ୟଧିକ ଉପଯୋଗ କରୁଥିବା ମାସ୍କରେ ହୋଇଛି ସାଙ୍ଘାତିକ କେଳେଙ୍କାରୀ । ନକଲି N95 ମାସ୍କ ବ୍ୟବସୀୟ କରୁଥିବା ଜଣେ ଯୁବକକୁ ଗିରଫ କରିଛି ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ ।

ପାଖାପାଖି 18 ହଜାର ନକଲି N95 ମାସ୍କ ବ୍ୟବସାୟ କରୁଥିବା ବେଳେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯାହାର ମୂଲ୍ୟ 27 ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଓରଲି ଅଞ୍ଚଳରୁ ଗିରଫ ହୋଇଥିବା ଏହି 36 ବର୍ଷୀୟ ଯୁବକଙ୍କୁ ଗିରଫ କରିବା ସହ ଅଗଷ୍ଟ 24 ପର୍ଯ୍ୟନ୍ତ ପୋଲିସ କଷ୍ଟଡ଼ିରେ ପଠାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.