ETV Bharat / bharat

ଦୁଷ୍କର୍ମର ରାଜଧାନୀ ପାଲଟିଛି ୟୁପି: 11 ମାସରେ 90 ଦୁଷ୍କର୍ମ - ଉତ୍ତରପ୍ରଦେଶ: 11 ମାସରେ 90 ଦୁଷ୍କର୍ମ

ଉତ୍ତରପ୍ରଦେଶ ସରକାରଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ । ଯେଉଁଠି 11 ମାସରେ 90 ଦୁଷ୍କର୍ମ । ଯେଉଁଠି ବିଧାୟକ ନିଜେ ଦୁଷ୍କର୍ମ କରୁଛନ୍ତି, ସେହି ରାଜ୍ୟର ନାରୀ କେତେ ସୁରକ୍ଷିତ । ସେ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

rapes-cases-registered
11 ମାସରେ 90 ଦୁଷ୍କର୍ମ
author img

By

Published : Dec 7, 2019, 12:06 PM IST

ଉନ୍ନାଓ: ଭାରତ ବୃହତ ସମ୍ବିଧାନର ଦେଶ, ଆଧ୍ୟାତ୍ମିକର ଦେଶ । ଏଠାରେ ଧର୍ମକୁ ନେଇ ଲୋକେ ବେଶ୍ ସଚେତନ । ସତ୍ୟଯୁଗରେ ସୀତା ମା'ଙ୍କୁ ରାବଣ କେବଳ ଅପହରଣ କରି ନେଇ ଯାଇଥିଲା ବୋଲି ଆଜିଯାଏଁ ଆମେ ତାକୁ ଜଳାଇ ଆସୁଛୁ । କିନ୍ତୁ ବର୍ତ୍ତମାନ ରାବଣ ନୁହେଁ ବରଂ ସୀତା ଜଳୁଛନ୍ତି । ସେତେବେଳେ ସୀତାଙ୍କ ପାଇଁ ରାମ ଥିଲେ କିନ୍ତୁ ବର୍ତ୍ତମାନ ନା ରାମ ଅଛି ନା ସେ ଅଯୋଧ୍ୟା କିନ୍ତୁ ପ୍ରତି ପାଦେ ସୀତା ଅଗ୍ନିପରୀକ୍ଷା ଦେଉଛି । ଆଉ ଏହାର ମୁକସାଖୀ ଉତ୍ତରପ୍ରଦେଶ ।

ଯଦି ଆମେ ଉତ୍ତରପ୍ରଦେଶକୁ ଦୁଷ୍କର୍ମର ରାଜଧାନୀ କହିବା ତେବେ ଅତ୍ୟୁକ୍ତି ହେବନି । ଏଠାରେ 11 ମାସ ମଧ୍ୟରେ 90ଟି ଦୁଷ୍କର୍ମ ହୋଇସାରିଲାଣି । ଏକଥା ଆମେ କହୁନୁ ବରଂ ଉତ୍ତରପ୍ରଦେଶ ପ୍ରଭାରୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ କହୁଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତ୍ତରପ୍ରଦେଶରେ ସଠିକ୍ ରୂପେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଉତ୍ତରପ୍ରଦେଶରେ ମହିଳାଙ୍କୁ ନେଇ ପୋଲିସ କିମ୍ବା ନ୍ୟାୟ ବ୍ୟବସ୍ଥା ସକ୍ରିୟା ନୁହେଁ, ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଉନ୍ନାଓ ପୀଡିତା । 2019ରେ ଦୁଷ୍କର୍ମ ସଂଖ୍ୟା ଦେଖିବାକୁ ଗଲେ 90-92 । ଅନ୍ୟପକ୍ଷେ ନଭେମ୍ବରରେ 185ଟି ଅସଦାଚରଣ ମାମଲା ରୁଜୁ କରାଯାଇଛି ।

ଉତ୍ତରପ୍ରଦେଶ: 11 ମାସରେ 90 ଦୁଷ୍କର୍ମ

2019ରେ ଜଣେ ଯୁବତୀ ମୁଖ୍ୟମନ୍ତ୍ରୀ ଆବାସ ସାମ୍ନାରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଯୁବତୀ ଜଣକ ବିଜେପି ବିଧାୟକ କୁଲଦୀପ୍ ସିଂ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସ୍ବତନ୍ତ୍ର ଅଦାଲତ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗତ ଜୁଲାଇ 28ରେ ମାମଲାର ଶୁଣାଣୀ ପାଇଁ ରାଏବରେଲୀ ଯିବା ସମୟରେ ପୀଡିତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପୀଡିତାଙ୍କ ଖୁଡି ଓ ମାଉସୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ପୀଡିତା ଗୁରୁତର ହୋଇଥିଲେ । ଏହା ପୂର୍ବରୁ ପୋଲିସ ହେପାଜତରେ ପୀଡିତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏତେ ପରେ ବି କେତେକ ବିଜେପି ନେତା କୁଲଦୀପଙ୍କ ସମର୍ଥନରେ ବାହାରିଛନ୍ତି ।

ନଭେମ୍ବରରେ ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମ:-

.1 ନଭେମ୍ବର 2019- ପୁରବାରେ ମହିଳାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ
.5 ନଭେମ୍ବର- ଅସୋହାରେ ବିବାହର ପ୍ରତିଶୃ୍ତି ଦେଇ ଦୁଷ୍କର୍ମ
.7 ନଭେମ୍ବର-ଅଜଗୈନରେ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଟ୍ରେନରୁ ଠେଲି ଦେଇ ମାରିଦେବାର ଧମକ
.13 ନଭେମ୍ବର- ବିବାହର ମିଛ ପୋଷ୍ଟ ସେୟାର କରିବା ମାମଲାରେ ମହିଳାଙ୍କ ଅଭିଯୋଗ
.15 ନଭେମ୍ବର- ମହିଳାଙ୍କୁ ଅସଦାଚରଣ କଲେ ଯବାନ୍ ଓ ସହଯୋଗୀ
.19 ନଭେମ୍ବର- ମାଖି ଥାନା ଅନ୍ତର୍ଗତ ଏକ ଗାଁରେ ଯୁବତୀଙ୍କୁ ଅସଦାଚରଣ
.20 ନଭେମ୍ବର- ବଙ୍ଗରାମଉରେ ଛାତ୍ରୀଙ୍କୁ ଯୁବକଙ୍କ ଅସଦାଚରଣ
.30 ନଭେମ୍ବର-ବଙ୍ଗରାମଉରେ ଛୁରୀ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ
.30 ନଭେମ୍ବର- ଶିକ୍ଷୟିତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ମାରପିଟ୍

Intro:उन्नाव:-सूबे की सरकार भले ही अपराध के मामले में जीरो टॉलरेंस का दावा कर रही हो लेकिन अकेले उन्नाव में पिछले 11 महीनों में रेप की हुई 90 वारदाते सरकार के उन सभी दावों की पोल खोल रही है महिला अपराधों के मामले में यू पी में उन्नाव टॉप पर है।जनवरी से नवंबर तक यहां महिला अपराधों में बाढ़ सी आ गयी और हर माह बेटियों के साथ दरिंदगी होती रही और पुलिस उसे रोकने में विफल रही।

Body:उन्नाव में 11 महीनों में रेप की हुई लगभग 90 रेप की वारदातें इस बात की तस्दीक करने के लिए काफी है कि महिलाएं उन्नाव में महफूज नही है जिले की कुछ बड़ी घटनाओ की बात करे तो 22 फरवरी को बारासगवर थाना क्षेत्र में एक युवती को दरिंदो ने ना सिर्फ अपनी हवस का शिकार बनाया बल्कि उसे जलाने की भी कोशिश की वही अगस्त में पुरवा थाना क्षेत्र में एक बड़ा मामले सामने आया जिसमे शादी का झांसा देकर एक युवती को 3 सालों तक एक युवक दुष्कर्म का शिकार बनाता रहा और फिर बड़ी ही मशक्कत के बाद पुलिस ने मामला दर्ज किया वही अक्टूबर में बांगरमऊ थाना क्षेत्र में एक युवती के साथ गैंगरेप की वारदात ने महिला सुरक्षा की पोल खोल दी और 30 नवंबर को अजगैन थाना क्षेत्र में एक शिक्षका के साथ पड़ोसी ने दरिंदगी की जिसमे लखनऊ के अधिकारियों के आदेश के बाद अजगैन कोतवाली में मामला दर्ज हुआ।

ptc reporter

Conclusion:वीरेंद्र यादव
उन्नाव
मो-9839757000
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.