ETV Bharat / bharat

ସ୍ବାମୀକୁ କୁରାଢୀରେ ହାଣି ହତ୍ୟା କଲେ ଗର୍ଭବତୀ

author img

By

Published : Jun 3, 2020, 2:47 PM IST

ରାଜସ୍ଥାନ ଧୋଡ ପୋଲିସ ଷ୍ଟେସନ ଅଞ୍ଚଳର ଭୈରୁଂପୁରା ଜାଗିରରେ ଜଣେ ଗର୍ଭବତୀ ମହିଳା ନିଜ ସ୍ବାମୀକୁ କୁରାଢୀରେ ହାଣି ହତ୍ୟା କରିଛି ।

_murdar_
ସ୍ବାମୀକୁ କୁରାଢୀରେ ହାଣି ହତ୍ୟା କଲା ଗର୍ଭବତୀ ପତ୍ନୀ

ଜୟପୁର: ସ୍ବାମୀକୁ କୁରାଢୀରେ ହାଣି ହତ୍ୟା କଲା ଗର୍ଭବତୀ ପତ୍ନୀ । ରାଜସ୍ଥାନ ଧୋଡ ପୋଲିସ ଷ୍ଟେସନ ଅଞ୍ଚଳର ଭୈରୁଂପୁରା ଜାଗିରରେ ଜଣେ ଗର୍ଭବତୀ ମହିଳା ନିଜ ସ୍ବାମୀକୁ କୁରାଢୀରେ ହାଣି ହତ୍ୟା କରିଛି ।

ସୂଚନା ଅନୁଯାୟୀ, ସ୍ତ୍ରୀ ସରୋଜ ଗର୍ଭବତୀ ଥିବାରୁ ଗତ 20 ଦିନ ହେବ ତାଙ୍କ ଭଉଣୀ ଘରକୁ ଆସିଥିଲା । ଗତ ମଙ୍ଗଳବାର ରାତିରେ ସ୍ବାମୀ ମହାବୀର ବଲାଇ ନିଜ ଶାଳୀ ସହ ଅନୈତିକ ସମ୍ପର୍କ ରଖୁଥିବା ପତ୍ନୀ ସରୋଜ ଦେଖିବାକୁ ପାଇଥିଲେ । ଏଥିରେ ସରୋଜ ରାଗରେ ଜର୍ଜରିତ ହୋଇ ବିଳମ୍ବିତ ରାତି 3ଟାରେ ସ୍ବାମୀଙ୍କୁ କୁରାଢୀରେ ବାରମ୍ବାର ଆକ୍ରମଣ କରିଥିଲେ । ଯେଉଁଥିରେ ଘଟଣା ସ୍ଥଳରେ ମହାବୀରଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହାବୀରଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.