ETV Bharat / bharat

ପ୍ରାୟ 45 ଲକ୍ଷ ଟଙ୍କାର ଗଞ୍ଜେଇ ନଷ୍ଟ କଲା ବିଏସଏଫ

author img

By

Published : Feb 17, 2020, 11:14 AM IST

ତ୍ରିପୁରାରେ ଏସଡିଏଫଓ ସୋନମୁରା ଓ ଫରେଷ୍ଟ ପ୍ରୋଟେକ୍ସନ ୟୁନିଟ ସହ ବିଏସଏଫ ଜବାନ ମିଶି 500ଟି କଞ୍ଚା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

tripura
ତ୍ରିପୁରାରେ 889 କେଜି ଶୁଖିଲା ଗଞ୍ଜେଇ ନଷ୍ଟ କଲା ବିଏସଏଫ

ଅଗ୍ରତାଲା: ତ୍ରିପୁରାର ସିପାହୀଜାଲା ଜିଲ୍ଲାରେ ବିଏସଏଫ ଜବାନ ଏକ ବିଶେଷ ଟିପ-ଅପ ଅପରେସନ ମାଧ୍ୟମରେ 889 କେଜି ଶୁଖିଲା ଗଞ୍ଜେଇ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ 44 ଲକ୍ଷ 45 ହଜାର ହେବ ।

BSF Battalion in Tripura

ଏସଡିଏଫଓ ସୋନମୁରା ଓ ଫରେଷ୍ଟ ପ୍ରୋଟେକ୍ସନ ୟୁନିଟ ସହ 74 ବାଟାଲିୟନର ବିଏସଏଫ ଜବାନ ମିଶି ଚଢାଉ କରିଥିଲେ । ଏଥିରେ 2 ହଜାର 250 କିଲୋଗ୍ରାମର 4 ହଜାର 500ଟି କଞ୍ଜା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଯାହାର ବଜାର ମୂଲ୍ୟ 1 କୋଟି 12 ଲକ୍ଷ 50 ହାଜର ହେବ ବୋଲି ଅନୁମାନ କରାଯାଉଛି ।

tripura
ବିଏସଏଫ ଜବାନ ମିଶି 500ଟି କଞ୍ଜା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି

ଚଢାଉ ସମୟରେ ଗଞ୍ଜେଇ ବ୍ୟତୀତ 18ଟି ଡ୍ରମ ଓ 9 ବ୍ୟାଗ ସୁଖିଲା ସାମଗ୍ରୀ,7ଟି ମୋଟର ସାଇକେଲ ଜବତ ହୋଇଛି । ଏହି ଅପରେସନ ସମୟରେ ଗଞ୍ଜେଇ ଗଛ ନଷ୍ଟ କରିବା ସମୟରେ ଜବାନଙ୍କୁ ଗିଚାରେ କାମ କରୁଥିବା ଶ୍ରମିକ ମାନଙ୍କ ସାମ୍ନା କରିବାକୁ ପଡିଥିଲା । ଏହାପରେ ଜବାନଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.