ETV Bharat / bharat

ବଡ ନିଯୁକ୍ତି: ୮୪ ହଜାର ଶିକ୍ଷକ ପଦ ପୂରଣ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି - ଶିକ୍ଷକ ପଦ ପୂରଣ ପାଇଁ ବମ୍ପର ଭର୍ତ୍ତି

ଦେଶରେ ପ୍ରାୟ 1 ଲକ୍ଷ ଶିକ୍ଷକ ପଦ ଖାଲି ପଡିଛି । ଏହି ସମସ୍ତ ପଦ ପୂରଣ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 23, 2019, 7:14 PM IST

ନୂଆଦିଲ୍ଲୀ: ଶିକ୍ଷା ବିଭାଗରେ ନିଯୁକ୍ତି ପାଇଁ ବମ୍ପର ଭର୍ତ୍ତି । ଖାଲି ରହିଛି 84 ହଜାରରୁ ଅଧିକ ପଦବୀ । ଏନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ଦେଶରେ ଖାଲି ପଡିଥିବା 84,000 ଶିକ୍ଷକ ପଦବୀ ପୂରଣ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷକୁ ଟ୍ବିଟ କରି ସୂଚନା ଜାରି କରାଯାଇଛି ।

84-thousand-vacant-teacher-posts
ଫଟୋ ସୌଜନ୍ୟ: ଟ୍ବିଟର@HRDMinistry

ଏମ୍‌ଏଚଆରଡି ପକ୍ଷରୁ ଟ୍ବିଟ କରି କହୁଯାଇଛି ଯେ ସମଗ୍ର ଦେଶରେ ପ୍ରାୟ ଏକ ଲକ୍ଷ ଖାଲି ଶିକ୍ଷକ ପଦର ଚୟନ କରାଯାଇଛି । ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ 14 ହଜାର ଏବଂ ରାଜ୍ୟ ସରକାରଙ୍କ ପ୍ରାୟ 84 ହଜାର ପଦ ତାଲିକାରେ ରହିଛି । ଏଥିରୁ ପ୍ରାୟ 14 ହଜାର ପଦବୀ ଅଧିସୂଚିତ ଓ ଅନ୍ୟ ଖାଲି ପଦବୀ ଗୁଡିକୁ ସୂଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି ।

HRD ପକ୍ଷକୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ ପୂର୍ବରୁ 14 ହଜାର ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଦିଆଯାଇଛି । ଏବେ ଆଗାମୀ ସମୟରେ ସାରା ଦେଶରେ 84 ହଜାର ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ ସରକାର ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ନିଷ୍ଠା ଯୋଜନାର ପ୍ରାରମ୍ଭ କରିଛନ୍ତି । ବିଶ୍ବର ଏହି ବଡ ଯୋଜନା ମାଧ୍ୟମରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସାରାଦେଶର ପ୍ରାୟ 42ଲକ୍ଷ ଶିଷକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏବେବି ଜାରି ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.