ETV Bharat / bharat

ଭାରତୀୟ ରେଳୱେ ପକ୍ଷରୁ 8ଶହ ଟ୍ରେନ ବାତିଲ - 8ଶହ ଟ୍ରେନ ବାତିଲ

ଭାରତୀୟ ରେଳ ବିଭାଗରୁ ବାତିଲ ହେଲା 8ଶହରୁ ଅଧିକ ଟ୍ରେନ । ଟ୍ରାକ ମରାମତି ଯୋଗୁଁ ବାତିଲ ଘୋଷଣା । ଅଧିକ ପଢନ୍ତୁ...

800 trains cancel
ଭାରତୀୟ ରେଳୱେ ପକ୍ଷରୁ 4 ଶହ ଟ୍ରେନ ବାତିଲ
author img

By

Published : Mar 17, 2020, 11:11 AM IST

ନୂଆଦିଲ୍ଲୀ: ଭାରତୀୟ ରେଳୱେ ପକ୍ଷରୁ ବଡ ସୂଚନା । ଆଜି(ମଙ୍ଗଳବାର) 8ଶହରୁ ଅଧିକ ଟ୍ରେନ ବାତିଲ। ଦିଲ୍ଲୀରୁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗକୁ ଯୋଡୁ ଥିବା ସମସ୍ତ ଟ୍ରେନ ବାତିଲ କରାଯାଇଛି । ରଦ୍ଦ ହୋଇଥିବା ଟ୍ରେନଗୁଡିକ ହେଲା ସୁଫରଫାଷ୍ଟ, ହମସଫର ଏକ୍ସପ୍ରେସ ମଧ୍ୟ ରହିଛି । ରେଳ ଲାଇନର ମରାମତି ଯୋଗୁଁ ଟ୍ରନଗୁଡିକ ବାତିଲ କରାଯାଇଛି । ଏହା ସହ ଅନ୍ୟ କେତେକ ଟ୍ରେନଗୁଡିକର ଗତି ପଥରେ ପରିବର୍ତ୍ତନ କରାଯାଇଛି ।

ରେଳ ବିଭାଗ ଅନୁସାରେ, ପାଖାପାଖୀ 414 ଟ୍ରେନ ରଦ୍ଦ କରାଯାଇଛି । ଏଥିମଧ୍ୟରୁ 552ଟି ଟ୍ରେନ ପୂର୍ଣ୍ଣ ରୂପରେ କ୍ୟାନସେଲ କରାଯାଇଛି । 253ଟ୍ରେନକୁ ଆଶିଂକ ରୂପେ କ୍ୟାନସେଲ ହୋଇଛି । 26ଟି ଟ୍ରେନର ସମୟରେ ପରିବର୍ତ୍ତନ ଅଣାଯାଇଛି । ଏହି ସୂଚନା ରେଳ ବିଭାଗର ୱେବସାଇଟରେ ଉପଲବ୍ଧ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.