ETV Bharat / bharat

ସୁରଟ ଅଗ୍ନିକାଣ୍ଡ ପରେ ଦିଲ୍ଲୀରେ ଯାଞ୍ଚ ହେବ ଶିକ୍ଷାନୁଷ୍ଠାନର ଅଗ୍ନିନିର୍ବାପକ ବ୍ୟବସ୍ଥା - ଅଗ୍ନୀଶମ ବାହୀନି

ସୁରଟ ଅଗ୍ମିକାଣ୍ଡ ପରେ ଦିଲ୍ଲୀର ବଡବଡ କୋଠାରେ ଥିବା ଶିକ୍ଷାନୁଷ୍ଠାନର ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନ ଯାଞ୍ଚ ପରେ ସମସ୍ତ କୋଠାର ତାଲିକା ପ୍ରସ୍ତୁତ କରାଯାଇ ପଠାଯିବ ଫାୟାର ସେଫ୍ଟି ଟିମ୍ ।

ପ୍ରତିକାତ୍ମକ ଫଟୋ
author img

By

Published : May 27, 2019, 8:22 AM IST

ନୂଆଦିଲ୍ଲୀ: ସୁରଟର 4 ମହଲା କୋଠାରେ ଥିବା କୋଚିଙ୍ଗ ସେଣ୍ଟରେ ଅଗ୍ନିକାଣ୍ଡ ଘଟଣା ପରେ ଦିଲ୍ଲୀରେ ମଧ୍ୟ ବାଣିଜ୍ୟିକ ଏବଂ ବଡ ବଡ କୋଠା ମାନଙ୍କରେ ଅଗ୍ନୀନିର୍ବାପକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ମଧ୍ୟ ରାଜଧାନୀରେ ଚାଲିଥିବା ସମସ୍ତ ବଡ ବଡ ଶିକ୍ଷାନୁଷ୍ଠାନ ଗୁଡିକର ଅଗ୍ନୀ ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହାକୁ ନେଇ ଅଗ୍ନୀଶମ ବାହୀନିଙ୍କ କହିବା କଥା, ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏଭଳି ସମସ୍ତ କୋଠା ଗୁଡିକର ତାଲିକା ପ୍ରସ୍ତୁତ କରି ସେହିସବୁ ସ୍ଥାନରେ ଫାୟାର ସେଫ୍ଟି ବ୍ୟବସ୍ଥାର ଯାଞ୍ଚ ନେଇ ଟିମ ପଠାଯିବ । ଆଉ ଏହାପରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।

ଏହାକୁ ନେଇ ଦମକଳ ବିଭାଗର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ କହିବାନୁସାରେ,ଦିଲ୍ଲୀର ପ୍ରାୟ 80 ପ୍ରତିଶତ କୋଠା ବା ବଡ ବଡ ମହଲାରେ ଅଗ୍ନୀନିରାପତ୍ତା ବ୍ୟବସ୍ଥାର ସମସ୍ତ ଗାଇଡ ଲାଇନ ପାଳନ କରା ଯାଇନାହିଁ । ଏହାସହ ଘରର ସିଡି, ଦ୍ବାର , ଧୂଆଁ ନିୟନ୍ତ୍ରିତ କୋଠରି ମଧ୍ୟ ନିଆଁକୁ ବ୍ୟାପିବାରୁ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ ।

Intro:Body:

dfgdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.