ETV Bharat / bharat

ଜମ୍ମୁକାଶ୍ମୀର ଉଦ୍ଧମପୁରରେ 75 ସୁରକ୍ଷା ବାହିନୀ କୋରୋନା ପଜିଟିଭ ଚିହ୍ନଟ - jammukashmir corona news

ଦେଶରେ କୋରୋନା କାୟା ବିସ୍ତାର କରିଥିବାବେଳେ, ଏଥିରୁ ବାଦ ପଡିନି ଜମ୍ମୁକଶ୍ମୀର । ରାଜ୍ୟରେ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀର ଉଧମପୁରରେ 75 ସୁରକ୍ଷା ବାହିନୀ କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 2, 2020, 11:17 AM IST

ଶ୍ରୀନଗର: ଶନିବାର ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ 80 ଟି ନୂଆ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିମଧ୍ୟରୁ 75 ଜଣ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ଦୁଇ ଜଣ ଯାତ୍ରୀଙ୍କୁ ମିଶାଇ ପାଞ୍ଚ ଜଣ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରଥମେ 12ଟି ମାମଲା ରହିଥିବାବେଳେ, ପରେ 68ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।

ଏହା ସହିତ 11 ଜଣ ସୁସ୍ଥ ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ଡିସଚାର୍ଜ କରାଯାଇଛି । ନେଗେଟିଭ ଆସିଥିବା ରିପୋର୍ଟ ମଧ୍ୟରେ 9 ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀ ଅଛନ୍ତି । ଦୁଇ ଜଣ ଅନ୍ୟ ରାଜ୍ୟର ଯାତ୍ରୀ ଅଟନ୍ତି । ଯେତେବେଳେ କି ଅନ୍ୟ ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ପଜିଟିଭ ଆସିଥିଲେ, ତାଙ୍କର ଅଧିକ ବିପଦ କଣ୍ଟାକ୍ଟ ରହିଛି । କୋରୋନା ସଂକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ତାଙ୍କ ପରିବାରର ଲୋକଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମ୍ପର୍କକୁ ଖୋଜି ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହା ସହିତ, 12 ଜଣଙ୍କୁ ଆଇସୋଲେସନ ଓ୍ବାର୍ଡକୁ ପଠାଯାଇଛି ।

ଜମ୍ମୁକାଶ୍ମୀର ଉଧମପୁରରେ 75 ସୁରକ୍ଷା ବାହିନୀ କୋରୋନା ପଜିଟିଭ ଚିହ୍ନଟ
ଜମ୍ମୁକାଶ୍ମୀର ଉଧମପୁରରେ 75 ସୁରକ୍ଷା ବାହିନୀ କୋରୋନା ପଜିଟିଭ ଚିହ୍ନଟ

ଏଥି ସହିତ ଉଦ୍ଧମପୁର ଡିସି ଟ୍ବିଟ କରି 80ଟି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ଟ୍ବିଟ୍ ଅନୁଯାୟୀ, ମୋଟ 80 ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ 50 ବିଏସଏଫ କର୍ମଚାରୀ, 12 ଶୈର-ଇ-କାଶ୍ମୀର ପୋଲିସ ଏକାଡେମୀ କର୍ମଚାରୀ, 13 ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀ ଅଟନ୍ତି। ଏହା ବ୍ୟତୀତ ଦୁଇଜଣ ଯାତ୍ରୀ ଏବଂ 3ଟି ପଜିଟିଭ ସହ ସମ୍ପର୍କ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.