ETV Bharat / bharat

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ! - ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ !

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ! ସମସ୍ତ ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

8-year-old girl gang-raped, dumped on NH in Chhattisgarh
ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ !
author img

By

Published : Jun 5, 2020, 9:12 AM IST

ରାୟପୁର: ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ! ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇ ରାସ୍ତାକଡରେ ଫିଙ୍ଗି ଦେଲେ ଦୁବୃର୍ତ୍ତ । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ବେମେଟ୍ରା ଜିଲ୍ଲାରେ । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଅଭିଯୁକ୍ତ ଫେରାର ରହିଛନ୍ତି । ସୂଚନା ଅନୁସାରେ,ନାବାଳିକାଙ୍କୁ ପ୍ରଥମେ କିଛି ଦୁବୃର୍ତ୍ତ ଅପହରଣ କରି ନେଇଥିଲେ, ପରେ ଜାତୀୟ ରାଜପଥରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା କହିଛନ୍ତି ପୀଡିତା । ପରେ କିଛି ସ୍ଥାନୀୟ ଲୋକେ ପୀଡିତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ, ଏସପି ଦିବ୍ୟାଙ୍ଗ ପଟେଲ କହିଛନ୍ତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି କି ନାହିଁ, ତାହା ମେଡିକାଲ ରିପୋର୍ଟ ଆସିଲା ପରେ ହିଁ ସ୍ପଷ୍ଟ ହେବ । ତେବେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଛତିଶଗଡ ଗୃହମନ୍ତ୍ରୀ । ଖୁବଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସପିଙ୍କୁ ନିର୍ଦ୍ଦଶ ଦେଇଛନ୍ତି । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.