ETV Bharat / bharat

ଭିୱଣ୍ଡିରେ ଭୁଶୁଡିଲା କୋଠା: 10 ମୃତ, ଫସି ରହିଛନ୍ତି ଏକାଧିକ - 8 people have lost their lives in building collapse

ସୋମବାର ସକାଳୁ ଅଘଟଣ। କୋଠା ଭୁଶୁଡି 10 ମୃତ। ଘଟଣାଟି ପାଟିଲ କମ୍ପାଉଣ୍ଡ ଅଞ୍ଚଳ ଥାନେରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରୁ ପାଖାପାଖି 20 ଲୋକଙ୍କୁ ଉଦ୍ଧାର କରାଯାଇଛି।

ଭିୱାଣ୍ଡୀ କୋଠା ଭୁଶୁଡିବା ଘଟଣାରେ 8 ମୃତ, ଫସି ରହିଛନ୍ତି 20 ରୁ 25

author img

By

Published : Sep 21, 2020, 7:19 AM IST

Updated : Sep 21, 2020, 10:15 AM IST

ପୁଣେ: ସୋମବାର ସକାଳୁ ଅଘଟଣ । କୋଠା ଭୁଶୁଡି 10 ମୃତ। ପାଟିଲ କମ୍ପାଉଣ୍ଡ ଅଞ୍ଚଳ ଥାନେରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରୁ ପାଖାପାଖି 20 ଲୋକଙ୍କୁ ଉଦ୍ଧାର କରାଯାଇଛି।

ଭିୱଣ୍ଡିରେ ଭୁଶୁଡିଲା କୋଠା: 10 ମୃତ, ଫସି ରହିଛନ୍ତି ଏକାଧିକ

ଖବର ପାଇଁ ଏନଡିଆପଏଫ ଟିମ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଉକ୍ତ କୋଠା ତଳେ ଏବେ ବି 20 ରୁ 25 ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି। କୋଠା ଭୁଶୁଡ଼ିବା ସ୍ଥାନରୁ ଆଉ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

  • #WATCH Maharashtra: A team of NDRF rescued a child from under the debris at the site of building collapse in Bhiwandi, Thane.

    At least five people have lost their lives in the incident which took place earlier today. pic.twitter.com/6j90p1GloQ

    — ANI (@ANI) September 21, 2020 " class="align-text-top noRightClick twitterSection" data=" ">

କୋଠା ଭୁଶୁଡିବାର କାରଣ ଜଣାପଡିନଥିବା ବେଳେ 5 ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏବଂ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଖବର ପାଇ ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Last Updated : Sep 21, 2020, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.